ବିଜେଡି ପକ୍ଷରୁ ବଳକା ଆସନ ପାଇଁ ପ୍ରାର୍ଥୀ ଘୋଷଣା, ପିପିଲିରୁ ପ୍ରଦୀପ ମହାରଥୀ

ବିଜେଡି ପକ୍ଷରୁ ବଳକା ଆସନ ପାଇଁ ପ୍ରାର୍ଥୀ ଘୋଷଣା, ପିପିଲିରୁ ପ୍ରଦୀପ ମହାରଥୀ
ବିଜେଡି ପକ୍ଷରୁ ବଳକା ଆସନ ପାଇଁ ପ୍ରାର୍ଥୀ ଘୋଷଣା, ପିପିଲିରୁ ପ୍ରଦୀପ ମହାରଥୀ

ଭୁବନେଶ୍ୱର: ଚଳିତ ନିର୍ବାଚନ ପାଇଁ ବିଜେଡି ପକ୍ଷରୁ ବଳକା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ତଥା ଦଳୀୟ ସଭାପତି ନବୀନ ପଟ୍ଟନାୟକ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ସେମାନେ ହେଲେ :

ପିପିଲି- ପ୍ରଦୀପ ମହାରଥୀ

ଆନନ୍ଦପୁର- ଭାଗିରଥୀ ସେଠୀ

ନିମାପଡ଼ା- ସମୀର ଦାଶ

ନିଆଳି- ପ୍ରମୋଦ ମଲ୍ଲିକ

ନୀଳଗିରି- ସନ୍ତୋଷ ଖଟୁଆ

ଧାମନଗର- ରାଜେନ୍ଦ୍ର କୁମାର ଦାସ

ବାଲିକୁଦା-ଏରସମା- ରଘୁନନ୍ଦନ ଦାସ

ଜଗତସିଂପୁର- ପ୍ରଶାନ୍ତ ମୁଦୁଲି

Share this story