୩ ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

୩ ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି
୩ ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଭୁବନେଶ୍ୱର: ବିଜେପି ଆଜି ତାର ୩ ଲୋକସଭା ଓ ୧୧ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେମାନେ ହେଲେ :

ଲୋକସଭା

ମୟୂରଭଂଜନ- ଇଂ. ବିଶ୍ୱେଶ୍ୱର ଟୀଡୁ
ଭଦ୍ରକ- ଅଭିମନ୍ୟୁ ସେଠୀ
ଯାଜପୁର-ଅମୀୟ ମଲ୍ଲିକ

ବିଧାନସଭା

ପାଟକୁରା- ବିଜୟ ମହାପାତ୍ର
ମହାକାଳପଡ଼ା- ବିଜୟ ପ୍ରଧାନ
ଭୁବନେଶ୍ୱର-ଉତ୍ତର- ଅପରାଜିତା ମହାନ୍ତି
ଆଠଗଡ଼-ବ୍ରଜେନ୍ଦ୍ର ରାୟ
ପୁରୀ- ଜୟନ୍ତ ଷଡ଼ଙ୍ଗୀ
ରାଇରଙ୍ଗପୁର- ନବ ଚରଣ ମାଝି
ନିଳଗୀରି- ସୁକାନ୍ତ ନାୟକ
ମୋରଡ଼ା- କୃଷ୍ଣଚନ୍ଦ୍ର ମହାପାତ୍ର
ଆଠମଲ୍ଲିକ- ଭାଗୀରଥି ପ୍ରଧାନ
ବାଙ୍କୀ-ଶୁଭ୍ରାଂଶୁ ଶେଖର ପାଢ଼ୀ
ଆନନ୍ଦପୁର- ଆଲୋକ ସେଠୀ

Share this story