୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ
୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ଭୁବନେଶ୍ୱର: କଂଗ୍ରେସ ଆଜି ୯ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ସେମାନେ ହେଉଛନ୍ତୁ :

ଲୋକସଭା:

ସମ୍ବଲପୁର- ଶରତ ପଟ୍ଟନାୟକ

ବିଧାନସଭା:

ସମ୍ବଲପୁର- ଡ଼. ଅଶ୍ୱନୀ ପୂଜାରୀ
ଘଷିପୁରା- ନିରଞ୍ଜନ ପଟ୍ଟନାୟକ
କଟକ (ଚୌଦ୍ୱାର)- ଜଗଦୀଶ ମହାନ୍ତି
କଟକ (ସଦର)- ଅଭିଷେକ ମହାନନ୍ଦ
ଭୁବନେଶ୍ୱର (ଜୟଦେବ)- ସୁକାନ୍ତ ଟାଇଡି ଭୋଇ
ଭୁବନେଶ୍ୱର (ମଧ୍ୟ)- ରାଜୀବ ପଟ୍ଟନାୟକ
ଭୁବନେଶ୍ୱର (ଉତ୍ତର)- ଇତିଶ ପ୍ରଧାନ
ବେଗୁନିଆ- ପ୍ରଦୀପ ସାହୁ
ଚିଲିକା- ପ୍ରଦୀପ ସ୍ୱାଇଁ

Share this story