ବଢୁଛି ରାଜନୀତି ପ୍ରଚାର, ଟଙ୍କିକିଆ ଚାଉଳ ଗୁମର ଖୋଲିଲେ ମୋଦି

ବଢୁଛି ରାଜନୀତି ପ୍ରଚାର, ଟଙ୍କିକିଆ ଚାଉଳ ଗୁମର ଖୋଲିଲେ ମୋଦି
ବଢୁଛି ରାଜନୀତି ପ୍ରଚାର, ଟଙ୍କିକିଆ ଚାଉଳ ଗୁମର ଖୋଲିଲେ ମୋଦି

ଭୁବନେଶ୍ୱର: ନିର୍ବାଚନ ସମୟ ଯେତେ ପାଖକୁ ଅସୁଚି ରାଜନେତା ମାନଙ୍କର ରାଜନୀତି ସେହି ପରିମାଣରେ ବଢ଼ିବାରେ ଲାଗିଛି । ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନର ପ୍ରଚାର ନିମନ୍ତେ ଆଜି ସମ୍ବଲପୁରରେ ଏକ ନିର୍ବାଚନୀ ସଭାରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟଙ୍କିକିଆ ଚାଉଳର ଗୁମର ଖୋଲିଛନ୍ତି ।

ବଢୁଛି ରାଜନୀତି ପ୍ରଚାର, ଟଙ୍କିକିଆ ଚାଉଳ ଗୁମର ଖୋଲିଲେ ମୋଦି

ଶ୍ରୀ ମୋଦି କହିଛନ୍ତି ଯେ, କେନ୍ଦ୍ର ସରକାର ୨୯/୩୦ ଟଙ୍କାରେ ଚାଉଳ କିଣି ପଠାଉଛନ୍ତି କିନ୍ତୁ ରାଜ୍ୟ ସରକାର ସେଥିରେ ୨ଟଙ୍କା ମିଶେଇ ବାହାବା ସାଉଁଟୁଛନ୍ତି । ମାତ୍ର ୨ଟଙ୍କାରେ ଦେଇ ଓଡ଼ିଶା ସରକାର କହୁଛନ୍ତି ଶସ୍ତାରେ ଦେଉଛନ୍ତି । ଆପଣଙ୍କୁ ରାଜ୍ୟ ସରକାର ମିଛ କହୁଛନ୍ତି କି ନାହିଁ କୁହନ୍ତୁ ବୋଲି ମୋଦି ସଭାରେ ଉପସ୍ଥିତି ଜନତାଙ୍କୁ ପ୍ରଶ୍ନ କରିଥିଲେ । ଏମିତି ମିଛ କହି ଓଡିଶା ସରକାର ଆପଣଙ୍କୁ ଅନ୍ଧାରରେ ରଖିଛନ୍ତି ।

Share this story