ଲୁହର ମୂଲ ରହିଲା: ଭାଇରଲ ନେତା ଜିଣିଲେ ନିର୍ବାଚନ, ମିଳିଲା ଏତେ ଖଣ୍ଡ ଭୋଟ

1

ଓଡ଼ିଆ ଗସିପ ବ୍ୟୁରୋ: ନିର୍ବାଚନ ଜିଣିବା ପାଇଁ ନେତା କେତେ କଣ କରୁଛନ୍ତି। ଭୋଟ ଭିକ୍ଷା ପାଇଁ ପାଦ ତଳେ ଲୋଟି ପଡୁଛନ୍ତି ତ ଅନେକ କାନ୍ଦି କାନ୍ଦି ମତଦାତାଙ୍କୁ ପ୍ରଭାବିତ କରୁଛନ୍ତି।

 

 

2

ଏମିତି ଜଣେ ନେତା ସୋସିଆଲ ମିଡିଆରେ ବେଶ ଭାଇରଲ ହୋଇଥିଲେ ଯିଏ କାନ୍ଦି କାନ୍ଦି ଭୋଟ ମାଗିଥିଲେ। ଏବେ ଏବେ ଜଣା ପଡ଼ିଛି ଯେ, ଏହି ନେତା ଜଣଙ୍କ ନିର୍ବାଚନ ରେ ବିଜୟୀ ହୋଇଛନ୍ତି। 

1

ଏ ନେତା ଜଣଙ୍କ ହେଉଛନ୍ତି  ନୟାଗଡ଼ ୧୨ ନମ୍ବର ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀ ସୁବାଷ ଚନ୍ଦ୍ର କଅଁର.....

Share this story