ସମିତି ସଭ୍ୟଟିଏ ହୋଇପାରିଲେନି EX ମନ୍ତ୍ରୀ ଅଞ୍ଜଳି ବେହେରା

Anjali behera

ଓଡ଼ିଆ ଗସିପ ବ୍ୟୁରୋ: ତଳ ସ୍ତରରୁ ସେ ନିର୍ବାଚନ ଜିଣିଥିଲେ । ବହୁ ଉଚ୍ଚସ୍ଥାନକୁ ଯାଇ ନିଜ ପାଇଁ ନିଆରା ପରିଚୟ ସୃଷ୍ଟି କରିଥିଲେ । ରାଜ୍ୟରେ ଜଣେ ମହିଳା ନେତ୍ରୀ ଭାବେ ମଧ୍ୟ ସେ ବେଶ୍ ଜଣାଶୁଣା ଏବଂ ସମ୍ମାନନୀୟ । ଏବେ କିନ୍ତୁ ସମୟ ତାଙ୍କ ସହ ଖେଳିଛି ମହାଭାରତ....

 

1

ସତରେ କଣ କ୍ଷମତାର ମୋହ ଜଣଯଙ୍କୁ ଅନ୍ଧ କରପାରେ ? ହୁଏତ ଏହାର ଉତ୍ତର ଶହେ ପ୍ରତିଶତ ହଁ ହିଁ ଆସିବ ଏଥିରେ ଦ୍ୱିମତ ନାହିଁ, କିନ୍ତୁ କ୍ଷମତାର ଶୀର୍ଷରେ ପହଞ୍ଚଥିବା ଜଣେ ନେତ୍ରୀ ଏଭଳି ଭାବରେ ହାର୍ ର ସମ୍ମୁଖିନ କରି ଲଜ୍ୟା ଅନୁଭବ କରିବାଠୁ ଅଧିକ ବିଷମ ସ୍ଥିତି ଆଉ କଣ ହୋଇପାରେ ।

ହଁ, ଆମେ କହୁଛୁ ବିଜେଡି ପରିତ୍ୟାଗ କରି ବିଜେପିରେ ସାମିଲ ହୋଇଥିବା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରାଙ୍କ କଥା । ଅଧିକ ପଢ଼ନ୍ତୁ....

ହିନ୍ଦୋଳ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୦୦ରୁ ୨୦୧୪ ପର୍ଯ୍ୟନ୍ତ ୩ ଥର ବିଧାୟିକା ଜିତିଲେ, ସରକାରରେ ମନ୍ତ୍ରୀ ମଧ୍ୟ ହେଲେ । ରାଜ୍ୟର ଜଣେ ଆଗଧାଡ଼ିର ନେତ୍ରୀ ଭାବେ ସମସ୍ତେ ଜାଣିଲେ । ଦଳ ଛାଡ଼ି ୨୦୨୨ରେ ପଞ୍ଚାୟତ ସମିତି ସଭ୍ୟ ଆସନରେ ଲଢ଼ିଲେ ଆଉ ହାରିଲେ ଅଞ୍ଜଳି ବେହେରା । 'ଲୋକଙ୍କ ଭଲପାଇବା'

Share this story