ଜାତୀୟ ଦଳର ଦଳପତି ହେବାକୁ ଯୋଗ୍ୟ; ଗାଁ ନେତା ହେବାକୁ କିନ୍ତୁ ଅଯୋଗ୍ୟ ଧର୍ମେନ୍ଦ୍ର ପ୍ରଧାନ

Dp

ଓଡ଼ିଆ ଗସିପ ବ୍ୟୁରୋ: ସାରା ଦେଶରେ ଭାରତୀୟ ଜନତା ପାର୍ଟି ଭଲ ପ୍ରଦର୍ଶନ କରୁଛି । ଗତ ୨୦୧୭ ପଞ୍ଚାୟତ ନିର୍ବାଚନ ରେ ରାଜ୍ୟରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରିଥିଲା। ଆଉ ଏବେ ୨୦୨୨ ୫  ରାଜ୍ୟ ବିଧନସଭା ନିର୍ବାଚନରେ ଦଳ ପଞ୍ଜାବକୁ ଛାଡିଦେଲେ ବାକି ସବୁ ରାଜ୍ୟରେ ଭଲ ପ୍ରଦର୍ଶନ କରିଛି । ହେଲେ ଏବେ ପ୍ରଶ୍ନ ଜାତୀୟ ଦଳ ଭାରତୀୟ ଜନତା ପାର୍ଟି ରେ ବଡ଼ ଦାୟିତ୍ୱରେ ରହୁଥିବା ଏବଂ ସଫଳ ହେଉଥିବା ନେତା ନିଜ ମାଟିରେ କାହିଁକି ମାଟି କାମୁଡି ପଡୁଛନ୍ତି? ଏହାର ଉତ୍ତର ହୁଏତ ଅତି ସହଜ ଓଡ଼ିଶାରେ ବଜେପି ଆସିବାକୁ ଆଉ କିଛି ଦିନ ସମୟ ଲାଗିବ ।

 

ରାଜ୍ୟରେ ତଳ ଦିନେ ବିଜେପି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ଏଥର ନିର୍ବାଚନ ରେଜଲ୍ଟ କୁ ନେଇ କିନ୍ତୁ ଦଳୀୟ କର୍ମୀ ସନ୍ତୁଷ୍ଟ ନାହାନ୍ତି।କାହିଁକି ନା ଦଳର ଏତେ ଖରାପ ସ୍ଥିଥି ଯେ, ତୃଣମୂଳ ସ୍ତରରେ ନେତା ନାହାନ୍ତି। ଆଉ ଏଥିପାଇଁ ଦଳୀୟ ନେତୃତ୍ୱ ଉପରେ ସାଧାରଣ କର୍ମୀ ଟିଏ ଖପା ହେବ କିଛି ନୂଆ କଥା ନୁହଁ। କେବଳ କର୍ମୀ ନୁହନ୍ତି ସାମାଜିକ ଗଣମାଧ୍ୟମ ମଞ୍ଚରେ ଏହି ନେତାଙ୍କୁ ନେଇ ପ୍ରବଳ ସାମଲୋଚନା କରାଯାଇଥାଏ। ଆଉ ଏହି ତାଲିକାରେ ଆଗରେ  ରହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। 

ଉତ୍ତର ପ୍ରଦେଶ ଭଳି ଏତେବଡ ଓ ଜଟିଳ ରାଜନୈତିକ ଚକ୍ରବ୍ୟୁହ ମଧ୍ୟରେ ଦଲକୁ ବିଜୟୀ କରିବାରେ ସକ୍ଷମ ସୋଇଥିଲେ। ଏହା ପରେ ଗାଁ ଗାଁ ରେ ଆଲୋଚନା ପଞ୍ଚାୟତ ନିର୍ବାଚନ ରେ କାହିଁକି ଫେଲ ପ୍ରଧାନ ଏଣ୍ଡ କୋ....

Share this story