ଏବେ ବି ନିଜକୁ ନବ ଯୌବନା, କାମନାର ଦେବୀ, କଁଅଳ ବୟସୀ ଭାବୁଛନ୍ତି ଜାଗ୍ରତି ଶୁକ୍ଳାଙ୍କ ବୟ ଫ୍ରେଣ୍ଡ ଅନୁଭବଙ୍କ ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ; ଏମିତି ହେଲେ ଟ୍ରୋଲ

Barsha

ଓଡ଼ିଆ ଗସିପ ବ୍ୟୁରୋ: ଅଭିନେତ୍ରୀରୁ ରାଜନେତ୍ରୀ ହୋଇ ହଜିଲା ପରିଚୟ ଫେରି ପାଇବା ପାଇଁ ସବୁ କିଛି କରିପାରନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ଭୁବନେଶ୍ୱର ସାଂସଦଙ୍କ ବିପକ୍ଷରେ ମତ ଦେଇ ଏବେ ସୋସିଆଲ ମିଡିଆରେ ଆକ୍ରୋଶର ଶିକାର ହୋଇଛନ୍ତି ବର୍ଷା। ଟୁଇଟର ରେ ନିଜକୁ ଝିଅ ବୋଲି ଅଭିହିତ କରିବା ବର୍ଷାଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି ।

 

1

 

ବର୍ଷାଙ୍କ ଏହି ଟୁଇଟକୁ ନେଇ ଏବେ ସୋସିଆଲ ମିଡିଆରେ ପ୍ରବଳ ଉତେଜନା । ବର୍ଷାଙ୍କ ଏହି ଟୁଇଟକୁ ନେଇ ଜଣେ ୟୁଜର୍ସ ଲେଖିଛନ୍ତି ..

ତୁ ଆହୁରି ଗାର୍ଲ୍ ହେଇ ଅଛୁ ନା ?
ଆଉ ତୋ ଜୀବନ ରେ ଦିନେ ଖଣ୍ଡେ ପାଇଖାନା ଦେଖିଛୁ ନା ଆଉ ବନେଇଚୁ ନା ? ଏଇ ଇଲେକ୍ସନ ରେ କଣ ଟିକେ ଦୁଇ ଜାଗା ବୁଲି ଆସିଲା ବୋଲି ନିଜକୁ ମନେ ମନେ ରାଷ୍ଟ୍ରପତି ବୋଲି ଭାବୁଛି। ତୁ ଓଡ଼ିଶା ଛାଡ଼ି ପଳା ସେ ତୋ ସଉତୁଣୀ ପାଖେ ରହିବୁ ନନସେନ୍ସ । 

ଅନ୍ୟଜଣେ ୟୁଜର୍ସ ଲେଖିଛନ୍ତି ଯେ, ତୁମ ହିସାବରେ କଣ ଏବେ ସେ ପୁଅ କି ? ଆଉ ସିଏ ପାଇଖାନା ଦେଖିନାହାନ୍ତି ତୁମେ ବେଶୀ ଦେଖିଚ। ସମାଲୋଚନା କରିବା ଆଗାରୁ ନିଜ ଯୋଗ୍ୟତା ତ ଦେଖ । ତାଙ୍କୁ ଆଜି ସାରା ଓଡ଼ିଶା ଜାଣିଛି । ତୁମକୁ ତୁମ ସାଇ ପଡ଼ିଶା ଜାଣିଥିବେ ନା ନାହିଁ ସନ୍ଦେହ ।

ଟୁଇଟର ୟୁଜର୍ସ ଦୀପକ ଲେଖିଛନ୍ତି ଯେ, ଓଡ଼ିଆ ତାକୁ ଗୋଟିଏ କଳାକାର ନାମ ରେ ଜାଣିଛନ୍ତି କୌଣସି ରାଜନୈତିକ ହିସାବରେ ନୂଁହେ, ଆପଣ କଣ କହୁଛନ୍ତି ତାଙ୍କର ଯୋଗ୍ୟତା କଣ ତାଙ୍କର ଯୋଗ୍ୟତା, ମୁଁ  ସିଧା ସଳଖ ଚାଲେଞ୍ଜ ତାଙ୍କୁ ଡାକ ମୋ ସହିତ ମଞ୍ଚ କୁ ତାଙ୍କୁ ସବୁ କ୍ଷେତ୍ରରେ ହରେଇବି, ଆପଣଙ୍କ ନିଜର ଯୋଗ୍ୟତା ବୋଧେ କମ୍ ସେଥିପାଇଁ ଆପଣ ଡରି ବର୍ଷା କୁ ସମ୍ମାନ କରୁଛନ୍ତି।

ସୁଜିତ ଲେଖିଛନ୍ତି, ଆପଣଂକ ଯୋଗ୍ୟତା ବହୁତ୍ ହୋଇପାରେ , ହେଲେ ଆପଣ କିଏ ମୁଁ ଜାଣିନି , ବୋଧ ହୁଏ ଆପଣଂକ ଏରିଆର ସବୁ ଲୋକ ଆପଣଙ୍କୁ ଜନିନଥିବେ , ମୋ ଏରିଆରେ ବୀ କିଛିଲୋକ ମତେ ଜାଣିଛନ୍ତି ସମସ୍ତେ ନୁହେଁ , ବର୍ଷା ମାଡାମଙ୍କୁ ନିଜ କଳା ମାଧ୍ୟମରେ ହଉପଛେ ସାରା ଓଡ଼ିଶା ଜାଣିଛି , ସେମିତିରେ ମଞ୍ଚଉପରେ ଆପଣଙ୍କ ଉପରେ ଆଲୋଚନାରେ ମୁଁବି ଭାରି ପଡ଼ିପାରେ ।

Share this story