EXCLUSIVE: ଭାଇରଲ ହେଉଛି ଅର୍ଚନା ନାଗ ଏଣ୍ଡ ଟିମ ର ନିଆଁ କଢା ଫୋଟ, ବଢାଇବ ଆପଣଙ୍କ ଦେହର ତାତି...

viral photos of archana nag associates

ଓଡ଼ିଆ ଗସିପ ବ୍ୟୁରୋ: ଅର୍ଚ୍ଚନା ନାଗର ଚୋଟରେ ଏବେ ସମସ୍ତେ ଘାଇଲା । ଧୂଆ ମୂଳା ଅଧୁଆ ମୂଳା ନ୍ୟାୟରେ ନେତାଙ୍କଠୁ ନେଇ ମନ୍ତ୍ରୀ, ଯନ୍ତ୍ରୀ ଓ ତନ୍ତ୍ରୀ ସମସ୍ତେ ଅର୍ଚ୍ଚନା ସମୁଦ୍ରରେ ବୁଡ଼ ପକାଇଛନ୍ତି । ତା ଦେହରେ ହାତ ମାରିଛନ୍ତି, କେବଳ ହାତ ମାରିନାହାନ୍ତି ଗଙ୍ଗା ଭାବି ତା ପାଣି ପିଇଛନ୍ତି ଏବଂ କୋଣାର୍କ ଭାବି ତା ଶରୀରକୁ ଆଉଁସି ଦେଇଛନ୍ତି ।

ଅର୍ଚ୍ଚନା ଯ଼ଦି କୋଣାର୍କ ହୁଏ ତେବେ ତା ପାର୍ଶ୍ୱ ଦେବୀ ଭାବେ ଅନେକ ନାରୀଙ୍କ ସାନିଧ୍ୟ ପାଇଛନ୍ତି ନେତା, କୁଜିନେତା, ଅଭିନେତା ଏମିତି କେତେ କଣ । ଏବେ ସେହି ସବୁ ପାର୍ଶ୍ବ ନାୟିକାଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେଉଛି ।

ଅନ୍ୟ ଅର୍ଥରେ କହିବାକୁ ଗଲେ ସେହି ନିଆଁ କଢ଼ା ଫଟୋ ସବୁ ଗ୍ରୁପ୍ ଗ୍ରୁପ୍ ଖେଳରେ ମାତିଛନ୍ତି । ସଭିଏ ଦେଖୁଛନ୍ତି ଆଖିକୁ ସନ୍ତୋଷ ଦେଉଛନ୍ତି । ଏମିତି କି ସେହି ସବୁ ଫଟୋ ଦେଖି ଉତ୍ତେଜିତ ବି ହେଉଛନ୍ତି ।

କହିବା ବାହୁଲ୍ୟ ଯେ, ଏହି ସବୁ ପାର୍ଶ୍ୱ ନାୟିକାଙ୍କ ଯ଼ୋଗୁଁ ଅର୍ଚ୍ଚନା ନାଗର ସମ୍ପତ୍ତି ରାତି ଅଧିଆ ଦୁଇ ଗୁଣା ହୋଇଛି । ଅର୍ଚ୍ଚନା ଘରେ ଲାଗିଥିବା ସିସିଟିଭିରେ ଏମାନଙ୍କ ରଙ୍ଗିନ ରାତିରେ ଖୁସ ମିଜାଜ ବେଳର ଅନେକ ହଟ, ବୋର୍ଡ ଓ କୁଲ୍ ଫଟୋ ସବୁ ଏବେ ବି ସାଇତା ହୋଇ ରହିଛି ।

ଆପଣ ଯ଼ଦି ଅର୍ଚ୍ଚନା ନାଗ ସମ୍ପର୍କିତ ଖବରର ଅନୁଧ୍ୟାନ କରୁଥିବେ ତେବେ ନିହାତି ଭାବେ ଆପଣ ଅନୁମାନ କରି ପାରୁଥିବେ ଯେ ଅର୍ଚ୍ଚନା ଗଢ଼ିଥିବା କାମ କଳାର ପ୍ରସିଦ୍ଧ କୋଠାଟି କେତେ ରାତି ଉଜାଗର ରହି ଅନେକଙ୍କୁ ଯ଼ୌବନର ତାଡନାରୁ ଉଦ୍ଧାର କରିଛି ।

ଶାରୀରିକ ଶାନ୍ତି ଦେଇ ଯ଼ୌବନର ରସ ପିଆଇଛି କିନ୍ତୁ ହଁ ଏବେ ସମୟ ବଦଳିଛି, ଆଉ ତା ସହ କଡ଼ ଲେଉଟେଇଛି ସମୟର କାଲ ଚକ୍ର । ଏବେ ସେହି ସବୁ ନାରୀ ମାଂସ ଲୋଭୀ ନେତା, ଅଭିନେତା, ଯନ୍ତ୍ରୀ, ମନ୍ତ୍ରୀ ଓ ତନ୍ତ୍ରୀଙ୍କ ପାଇଁ ଅ଼ଡୁଆ ପରିସ୍ଥିତି ସୃଷ୍ଟି କରିଛି । ହୁଏତ ସେମାନେ ନିଜ ନିଜ କ୍ଷମତା ବଳରେ ନାଗଫାଶରୁ ମୁକୁଳି ଯ଼ିବେ କିନ୍ତୁ ସମୟ ସେମାନଙ୍କୁ କଣ ଛାଡ଼ିଦେବ ? 
 

Share this story