ଚତୁର୍ଥୀ ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ୍

minor rescued by childline on forthnight day

ଓଡ଼ିଆ ଗସିପ୍ ବ୍ୟୁରୋ: ସରିଲା ବାହାଘର । ଧୂମଧାମରେ କନ୍ୟାକୁ ନେଇ ଆସିଲା ବର । ହେଲେ ଚତୁର୍ଥୀ ପୂର୍ବରୁ ନାବାଳିକାଙ୍କୁ ଉଦ୍ଧାର କଲା ଚାଇଲଡ ଲାଇନ ।

କୁଜଙ୍ଗ ବାହାରାକଣ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ଏହି ଚଢାଉରେ ପୁଲିସ, ଚାଇଲଡ଼ଲାଇନ ଓ ସିଡ଼ିପିଙ୍କ ମିଳିତ ଉଦ୍ୟମରେ ହୋଇଥିଲା ।

ଅଧିକ ପଢ଼ନ୍ତୁ : ଅକ୍ଟୋବର ପହିଲାରୁ ସବୁ ଗାଡ଼ିରେ ଭିଏଲ୍‌‌ଟିଡି ଓ ପାନିକ ବଟନ୍‌‌ ବାଧ୍ୟତାମୂଳକ

ଉକ୍ତ ନାବାଳିକାଙ୍କୁ ଉଦ୍ଧାର କରାଯାଇ ସିଡବ୍ଲୁସିରେ ହସ୍ତାନ୍ତର କରାଯାଇଛି । ତେବେ ନାବାଳିକାଙ୍କୁ ୧୭ ବର୍ଷ ୪ ମାସ ହୋଇଥିବା ଜଣାପଡ଼ିଛି ।

Share this story