ଅସହ୍ୟ ଗୁଳୁଗୁଳିରେ ଅଥୟ ଜନଜୀବନ; ଧୁ ଧୁ ଖରାବେଳ ଭୁବନେଶ୍ୱରରେ ଝାଳ ବୁହାଇ ଦେଉଛି ସୂର୍ଯ୍ୟଙ୍କ ତାତି

heatwave

ଓଡ଼ିଆ ଗସିପ୍ ବ୍ୟୁରୋ: ଉପକୂଳ ତଥା ଆଭ୍ୟନ୍ତରୀଣ ଓଡ଼ିଶାରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ କମ ରହୁଥିବା ବେଳେ ପ୍ରଚୁର ଜଳୀୟବାଷ୍ପ ର ଉପସ୍ତିତି (ଉଚ୍ଚ ଆଦ୍ରତା) ଯୋଗୁ, ଉଭୟ ଉପକୂଳର ସମସ୍ତ ତଥା କିଛି ଆଭ୍ୟନ୍ତରୀଣ ଜିଲ୍ଲାରେ, ଗତ ୨ରୁ୩ ଦିନ ଯାଏଁ ଗୁଳୁଗୁଳି ଅନୁଭୂତ ହେଉଛି  ଏବଂ ଏହା ଆଗାମୀ ୩ ରୁ ୪ ଦିନ ଯାଏଁ ଅନୁଭୂତ ହେବାର ସମ୍ଭାବନା ରହିଛି ।


 

Share this story