ଗାଈ ଗୁହାଳରେ ନଥିଲା ଷଣ୍ଢ; ମଣିଷ ପଶି କି ଇଏ କଣ କଲା ! ଦେଖିନେଲା ମାଲିକ, ତା ପରେ...

Man rapes cow for mental peace in odisha

ଓଡ଼ିଆ ଗସିପ୍ ବ୍ୟୁରୋ: ଯୌବନର ଉନ୍ମାଦନାରେ ମଣିଷ ଯେବେ ନିଜ ନିୟନ୍ତ୍ରଣ ହରାଇ ବସେ କରିବସେ ମସ୍ତବଡ଼ ଭୁଲ । ମସ୍ତରାମ ବହି ପଡ଼ି ଉତ୍ତେଜିତ ହୋଇ ନିଜର ଇନ୍ଦ୍ରୀୟ ଉପରେ ନିୟନ୍ତ୍ରଣ ହରାଇ ଜଣେ ଅସାମାଜିକ ବ୍ୟକ୍ତି କରିଛି କୁକର୍ମ ।

ଏମିତି କୁକର୍ମ ଯାହାକୁ ଶୁଣିଲେ ଭାବିଲେ ଲୋକେ ଲଜ୍ଜିତ ଅନୁଭବ କରିବେ । ନାରୀ ମାଂସ ଲୋଭୀ ଜଣେ ପିପାଶୁ ଗାଈ ଗୁହାଳରେ ପଶି ଯାହା କରିଛି ତାକୁ ଏଠାରେ ମଧ୍ୟ ଲେଖିଲା ବେଳକୁ ଆମକୁ ଲଜ୍ୟା ଅନୁଭବ ହେଉଛି ।

ଅଧିକ ପଢ଼ନ୍ତୁ : ସକାଳୁ ସକାଳୁ ରାଜଧାନୀ ସମେତ ରାଜ୍ୟର ଏହି ସବୁ ସ୍ଥାନରେ ପ୍ରବଳ ବର୍ଷା: ଘରୁ ବାହାରି ହେଉନି, ଲୋକେ ହଇରାଣ

ସୋସିଆଲ ମିଡିଆରେ ବର୍ତ୍ତମାନ ସମୟରେ ଏକ ଭିଡିଓ ଭାଇରାଲ ହେଉଛି । ଆଉ ଏହି ଭିଡିଓରେ ତାହା ଦେଖାଯାଉଛି ଯାହା ସାଧାରଣରେ ଦେଖିବା କିମ୍ବା ଭାବିବା ବି ପାପ । ହୁଏତ ଗାଈ ଗୁହାଳରେ ଷଣ୍ଢ ପଶିଯାଇଥିଲେ ଏତେ ହଙ୍ଗାମା ହୋଇନଥାନ୍ତା ।

କିନ୍ତୁ ଭାଇରାଲ ଭିଡିଓରେ ଆମେ ଯେଉଁ ଚିତ୍ର ଦେଖୁଛନ୍ତି ସେଥିରେ ଷଣ୍ଢ ବଦଳରେ ଜଣେ ମଣିଷ ରହିଛି । ଆଉ ସେ ସେହି କାମ କରୁଛି ଯାହା  ଗାଈ ଉପରେ ଚଢ଼ି ଷଣ୍ଢ କରିବା କଥା । ଖୋଲା ମେଲାରେ ଗାଈ ଉପରେ ଷଣ୍ଢ ଚଢ଼ିଲେ ଠିକ୍ କିନ୍ତୁ ମଣିଷ ଯଦି ଗାଈକୁ ଦୁଷ୍କର୍ମ କରେ ତେବେ ଏ ସମାଜରେ ଆଉ କଣ ନ ଦେଖିବାକୁ ବାକି ରହିଲା ।

ଅଧିକ ପଢ଼ନ୍ତୁ: କାର୍‌ ଭିତରେ ଦେହଜୀବୀଙ୍କ ସହ ଧରାପଡ଼ିଲେ ପୋଲିସ୍‌ ବାବୁ

ଆମ ସଭ୍ୟ ସମାଜରେ ଏମିତି କିଛି ଚିତ୍ର ଏବେ ନୁହେଁ କେବେ ମଧ୍ୟ ଗ୍ରହଣୀୟ ନୁହେଁ । ତଳେ ଦିନେ ଦୁଇ ମଦୁଆ ଯେମିତି ମଦ ନିଶାରେ ଦରପୋଡ଼ା ଯୁବତୀଙ୍କ ମାଂସ ଖାଇଲେ ଏବଂ ଗାଁ ଲୋକଙ୍କ ଦ୍ୱାରା ବନ୍ଧା ହୋଇ ମାଡ଼ ଖାଇଲେ ତାହା ପୁଣି ଥରେ ରିପିଟ୍ ନ ହେଉ ଏହି କଥା ହିଁ କୁହାଯାଉଛି । ଅବଶ୍ୟ ଆମ ସଭ୍ୟ ସମାଜ ଏବେ କଳଙ୍କିତର ସୀମା ପାର୍ କଲାଣି । କେବେ କେବେ ସୀମା ଏମିତି ଲଙ୍ଘୁଛି ଯେ, କଳିଯୁଗର ଅନ୍ତ ହେଲା ବୋଲି ଅନୁଭବ ହେଉଛି ।

Share this story