ଆପଣଙ୍କ ସଂପର୍କୀୟ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍‌ରେ ଥିଲେ କି? ଓଡ଼ିଶା ପୁଲିସ ଜାରି କଲା ଦୁର୍ଘଟଣାରେ ଶିକାର ହୋଇଥିବା ଯାତ୍ରୀଙ୍କ ତାଲିକା

know the passengers detail name travelling in train

ଓଡ଼ିଆ ଗସିପ ବ୍ୟୁରୋ : ଓଡିଶାର ବାଲେଶ୍ବରରେ ଟ୍ରିପଲ ଟ୍ରେନ୍ ଦୁର୍ଘଟଣା ସାହା ଦେଶକୁ ସ୍ତବ୍ଧ କରିଦେଇଛି । ବର୍ତ୍ତମାନ ସୁଦ୍ଧା ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ପ୍ରାୟ ୧୧୭୫ ଲୋକ ଗୁରୁତର ଆହତ ହୋଇଥିବା କୁହାଯାଉଛି ।

ଅନ୍ୟପଟେ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଶେଷ ହୋଇଥିବା ବେଳେ ଏବେ ମେଡିକାଲରେ ଚିକିତ୍ସା ଉପରେ ଗୁରୁତ୍ବ ଦିଆଯାଇଛି । କିଭଳି ଭାବେ ଦୁର୍ଘଟଣାଗ୍ରସ୍ତ ରେଳଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ସେନେଇ ପ୍ରଶାସନ ସହ ସ୍ଥାନୀୟ ଲୋକ କାମ କରୁଛନ୍ତି ।

ଏପଟେ ଓଡ଼ିଶା ପୁଲିସ ତରଫରୁ ଦୁର୍ଘଟଣାଗ୍ରସ୍ତ ଟ୍ରେନରେ ଥିବା ଯାତ୍ରୀମାନଙ୍କର ତାଲିକା ପ୍ରକାଶ କରିଛି । ଆପଣ ତଳେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ କରି ଏଥିରେ ଆପଣଙ୍କର କେହି ସଂପର୍କୀୟ ଅଛନ୍ତି କି, ନାହିଁ ଜାଣିପାରିବେ।ଆପଣ ତଳେ ଦିଆଯାଇଥିବା ଲିଙ୍କ୍ ଉପରେ କ୍ଲିକ କରି ଏଥିରେ ଆପଣଙ୍କର କେହି ସଂପର୍କୀୟ ଅଛନ୍ତି କି, ନାହିଁ ଜାଣିପାରିବେ ।

ଏହି ଟ୍ୱିଟ ଉପରେ କ୍ଲିକ କରି ଦେଖନ୍ତୁ :


 

Share this story