ଜିଆରଏସଙ୍କୁ ନିର୍ମମ ହତ୍ୟା କରି ଫିଙ୍ଗିଦେଲେ ଦୁର୍ବୁତ୍ତ, କାରଣ ଅସ୍ପଷ୍ଟ
 

GRS found dead in Sambalpur of Odisha
ଜିଆରଏସଙ୍କୁ ନିର୍ମମ ହତ୍ୟା
 

ଓଡ଼ିଆ ଗସିପ୍ ବ୍ୟୁରୋ:ରେଢାଖୋଲ ଥାନା ଅନ୍ତର୍ଗତ ଘୋଷରାମାଳ ପଞ୍ଚାୟତର ଜିଆରଏସଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ସନ୍ଦେହ । ଗତକାଲି ସନ୍ଧ୍ୟାରେ ରାଇଲ ଗ୍ରାମକୁ କୌଣସି କାମରେ ଯାଇଥିବା ବେଳେ ଧାତୁକିମାଳ ଛକରେ ତାଙ୍କୁ କେହି ହତ୍ୟା କରି ପକେଇ ଦେଇଥିବା ସୂଚନା । 

ଅଧିକ ପଢନ୍ତୁ : ଶାରୀରିକ ଅସୁସ୍ଥତା ପାଇଁ ଖର୍ଚ୍ଚାନ୍ତରେ ପଡ଼ିବା ସହ ପରିବାରରେ ଅଶାନ୍ତି ଲାଗି ରହିବ, ପଢନ୍ତୁ ଏ ସପ୍ତାହର ରାଶିଫଳ

କିଏ କାହିଁକି ତାଙ୍କୁ ହତ୍ୟା କରିଛି ସେ ନେଇ କାରଣ ଅସ୍ପଷ୍ଟ ରହିଛି। ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତ ଜିଆରଏସ ଜଣଙ୍କ ନା  ଦିନବନ୍ଧୁ ଦାସ୍ ଜଣାପଡ଼ିଛି।

ଅଧିକ ପଢନ୍ତୁ :ଆସୁଛି ଭଲ ସମୟ, ଆସନ୍ତା ସପ୍ତାହ ଏହି ୫ ରାଶିଙ୍କ ଉପରେ ହେବ ଟଙ୍କା ବର୍ଷା!
 

Share this story