World Odia Language Conferene

ଓଡିଶାରେ ବୁଡିଗଲା ଡଙ୍ଗା, ଚାଲିଗଲା ୪ ଜଣଙ୍କ ଜୀବନ; ଉଦ୍ଧାର କାର୍ଯ୍ୟ ଜାରି

Four died of boat capsize

ଓଡ଼ିଆ ଗସିପ ବ୍ୟୁରୋ: କୋରାପୁଟରେ ବଡ଼ ଧରଣର ଅଘଟଣ ଘଟିଛି । ଦେଶୀ ଡଙ୍ଗା ବୁଡ଼ିଯିବା ଫଳରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଡଙ୍ଗାରେ ଥିବା ଅନ୍ୟ ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି । ଦେଶୀ ଡଙ୍ଗାରେ ମୋଟ୍‌ ୮ଜଣ ଯାତ୍ରୀ ଯାତ୍ରା କରୁଥିଲେ ।

ସମସ୍ତ ୮ଜଣ ମୁଖିଗୁଡ଼ାଇରୁ ତେନ୍ତୁଳିପଦର ଆସୁଥିଲେ । ଡଙ୍ଗାଟି ଆସିବା ସମୟରେ ସେମିଳିଗୁଡ଼ା ଥାନା ପୋଡ଼ାଗଡ଼ ଘାଟ ନିକଟରେ ବୁଡ଼ିଯାଇଛି ।

ଆହୁରି ପଢ଼ନ୍ତୁ :

ମୃତ ୪ ଜଣଙ୍କ ମଧ୍ୟରେ ୩ ମହିଳା ଥିବା ଜଣାପଡ଼ିଛି । ଏନେଇ ସ୍ଥାନୀୟ ସରପଞ୍ଚ ସୂଚନା ଦେଇଛନ୍ତି । ଏପରି ଏକ ଖବର ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।

Share this story