୨ଜଣଙ୍କୁ ଚାପି ଦେଲା ହାଇୱା, ଭୟାବହ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ
Sep 28, 2023, 09:21 IST

୨ଜଣଙ୍କୁ ଚାପି ଦେଲା ହାଇୱା
ଓଡ଼ିଆ ଗସିପ୍ ବ୍ୟୁରୋ: ସକାଳୁ ସକାଳୁ ଏକ ଭୟାବହ ଦୁର୍ଘଟଣା, ଜଗତସିଂହପରୁ ଜିଲ୍ଲା କୁଜଙ୍ଗ ୧୫ ନମ୍ବର ଜାତୀୟ ରାଜପଥ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକ ଉପରେ ଏକା ହାଇୱା ମାଡ଼ିଯାଇଛି।
ଅଧିକ ପଢ଼ନ୍ତୁ: ଡାଇବେଟିସ ହେବା ପୂର୍ବରୁ ଶରୀରରେ ଦେଖା ଦିଏ ଏସବୁ ଲକ୍ଷଣ, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ
ଫଳରେ ଘଟଣାସ୍ଥଳରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଜଣଙ୍କ ଘର ରଘୁନାଥପୁର ଓ ଅନ୍ୟ ଜଣଙ୍କ ଘର ଛନ୍ଦା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଅଧିକ ପଢ଼ନ୍ତୁ: କାହିଁକି ହୁଏ ବ୍ଳଡ୍ କ୍ୟାନସର, ଏହା କେତେ ପ୍ରକାର ? ଜାଣନ୍ତୁ ଏହି ରୋଗର ଲକ୍ଷଣ କଣ...