ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ନଦୀରେ ଭାସିଗଲେ ୨ କାଉଡ଼ିଆ

drawing in the river 2 kaudia are missing in baleswar odisha
ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ନଦୀରେ ଭାସିଗଲେ ୨ କାଉଡ଼ିଆ

ଓଡ଼ିଆ ଗସିପ୍ ବ୍ୟୁରୋ: ଭାସିଗଲେ ଦୁଇ କାଉଡ଼ିଆ, ବାଲେଶ୍ବର ଜିଲ୍ଲା ବରଦା ନରିପୁର ଶାଳନ୍ଦୀ ପୋଲ ନିକଟରେ ଭାସିଯାଇ ୨ କାଉଡିଆ ନିଖୋଜ ଅଛନ୍ତି। ଖଇରା ବ୍ଲକ ବରଦା ନିକଟସ୍ଥ ଅଣିଜ ସିନ୍ଧୁକେଶ୍ବର ମହାଦେବ ମନ୍ଦିରକୁ ଜଳ ଢାଳିବାକୁ ଯାଉଥିବା ବେଳେ ବରଦା ପୋଲ ଉପରେ ଘଟିଲା ଅଘଟଣ। 

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

୨ ଯୁବକଙ୍କ ଘର ଖଇରା ବ୍ଲକ ସିମିଳୁଆ ଥାନା ଅନ୍ତର୍ଗତ ଜୟପୁର ପଞ୍ଚାୟତର ବୋଲି ଜଣାପଡ଼ିଛି। ଖବର ପାଇ ଆଗରପଡା ଓ ଅଡା ଦମକଳଵାହିନି ଖୋଜିଖୋଜି ଜାରି ରଖିଛନ୍ତି ।

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

Share this story