ବାଇକ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା, ଦୁଇ ମୃତ ଜଣେ ଗର୍ଭବତୀ ମହିଳା ଗୁରୁତର 
 

2 Killed, Pregnant Woman Critically Injured In Road Accident In Odisha Jajpur
ବାଇକ୍ ଓ ଟ୍ୟାଙ୍କର ମୁହାଁମୁହିଁ ଧକ୍କା
 

ଓଡ଼ିଆ ଗସିପ୍ ବ୍ୟୁରୋ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଦୁଇ ମୃତ ଜଣେ ଗୁରୁତର । ଯାଜପୁର ୨୦ ନଂ ଜାତୀୟ ରାଜପଥ ବରୁହାଁ ଛକନିକଟରେ ବାଇକକୁ ପିଟିଲା ତେଲ ଟ୍ୟାଙ୍କର ଗାଡ଼ି । ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଦୁଇ ଜଣ ଗୁରୁତ୍ବର ଆହତ ହୋଛନ୍ତି । 

ଅଧିକ ପଢନ୍ତୁ :ଦୀପାବଳିରେ ଦୁର୍ଲଭ ସଂଯୋଗ, ସୃଷ୍ଟି ହେଉଛି ରାଜଯୋଗ, ଏହି ତିନି ରାଶି ଉପରେ ବର୍ଷିବ ଧନ

ତେବେ ଘଟଣା ସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଗୁରୁତ୍ୱର ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଜଣେ ପୁରୁଷ ଥିବା ବେଳେ ଆଉ ଜଣେ ମହିଳା ଥିବା ଜଣାପଡିଛି । ଅନ୍ୟଜଣେ ମହିଳା ଗୁରୁତ୍ୱର ଥିବା ଜଣା ପଡିଛି । ସମସ୍ତେ ଯାଜପୁର ବ୍ଲକ ଶାନବିରୁହାଁ ପଞ୍ଚାୟତ ହାଟ ସାହି ଗ୍ରାମର ବୋଲି ଜଣା ପଡ଼ିଛି ।

ଅଧିକ ପଢନ୍ତୁ :ଅନ୍ଧ କରିଦେଉଛି ଡାଇବେଟିସ୍‌, ତୁରନ୍ତ ଛାଡନ୍ତୁ ଏହି ୯ ଖାଦ୍ୟ, ଦୃଷ୍ଟିଶକ୍ତି ହ୍ରାସରୁ ବଞ୍ଚିଯିବେ!
 

Share this story