ସତର୍କ ରୁହନ୍ତୁ ଏହି ରାଶିର ଲୋକ; ଜାଣନ୍ତୁ କେମିତି କଟିବ ଏହି ସପ୍ତାହ, ପଢନ୍ତୁ ଏ ସପ୍ତାହର ରାଶିଫଳ…
 

Weekly Horoscope 22 to 28 october 2023
ପଢନ୍ତୁ ଏ ସପ୍ତାହର ରାଶିଫଳ…
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଏହି ସପ୍ତାହଟି ଭଲରେ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଜାଣନ୍ତୁ...

ମେଷ : ରବି, ସୋମବାରରେ ଅର୍ଥାଭାବ, କାର୍ଯ୍ୟହାନି ହେବ। ମଙ୍ଗଳ, ବୁଧବାରରେ ଅନୁଶୋଚନା, ଚାକିରିରେ ନିଷ୍ଠା ରହିବ। ଗୁରୁ, ଶୁକ୍ର ଓ ଶନିବାରରେ ସୁଖସମୃଦ୍ଧି, ବ୍ୟବସାୟିକ ଆୟ ବୃଦ୍ଧି ହେବ। ବିଦ୍ୟାର୍ଥୀ ସଫଳ ହେବେ। ଭାଗ୍ୟାଙ୍କ -୨, ବିଧେୟ – ନବଦୁର୍ଗାଙ୍କୁ ଉପାସନା କରନ୍ତୁ।

ଅଧିକ ପଢ଼ନ୍ତୁ: ୩୦ ବର୍ଷ ପରେ ଘଟିବାକୁ ଯାଉଛି ଏହି ଦୁର୍ଲଭ ଯୋଗ, ନବରାତ୍ରୀରେ ସମୟରେ ବଦଳିବ ଏହି ୩ ରାଶି ଜୀବନ...

ବୃଷ : ରବି, ସୋମବାରରେ ପ୍ରସନ୍ନତା, ଅର୍ଥପ୍ରାପ୍ତି, ଦାମ୍ପତ୍ୟ ସୁଖମୟ ରହିବ। ମଙ୍ଗଳ, ବୁଧବାରରେ ସମସ୍ୟା ବହୁଳ, ଶତ୍ରୁବୃଦ୍ଧି ହେବେ। ଗୁରୁ, ଶୁକ୍ର ଓ ଶନିବାରରେ ପରିଶ୍ରମ ମୁତାବକ ଫଳ ପାଇବେ। ବିଦ୍ୟାର୍ଥୀ ଅଧ୍ୟୟନ ପ୍ରିୟ ହେବେ। । ଭାଗ୍ୟାଙ୍କ -୮, ବିଧେୟ – ମା’ ଅନ୍ନପୂର୍ଣ୍ଣାଙ୍କୁ ଉପାସନା କରନ୍ତୁ।

ମିଥୁନ : ରବି, ସୋମବାରରେ କର୍ମତତ୍ପର, ଶତ୍ରୁ ପ୍ରଶମିତ ହେବେ। ମଙ୍ଗଳ, ବୁଧବାରରେ ସୁଖ ସନ୍ତୋଷ, ପ୍ରଶାସନିକ ସୁନାମ ପାଇବେ। ଗୁରୁ, ଶୁକ୍ର ଓ ଶନିବାରରେ ଅଶାନ୍ତି, ଅସହଯୋଗ, ବ୍ୟବସାୟରେ ହାନି ହୋଇପାରେ। ବିଦ୍ୟାର୍ଥୀ ଅସ୍ଥିର ରହିବେ। ଭାଗ୍ୟାଙ୍କ -୫, ବିଧେୟ – ଅପରାଜିତା ସ୍ତୋତ୍ର ପଠନ କରନ୍ତୁ।

ଅଧିକ ପଢ଼ନ୍ତୁ: ୧୭୮ ବର୍ଷ ପରେ ସୂର୍ଯ୍ୟ ପରାଗରେ ଦୁର୍ଲଭ ଯୋଗ, ୩ ରାଶିଙ୍କ ପାଇଁ ଶୁଭ ସମୟ, ଧନଲାଭ ସହ ବଢି଼ବ ବ୍ୟାଙ୍କ ବାଲାନ୍ସ,!

କର୍କଟ : ରବି, ସୋମବାରରେ ଯୋଜନା ଫଳପ୍ରସୂ ହେବ। ସନ୍ତାନମାନଙ୍କୁ ନେଇ ଖୁସି ରହିବେ। ମଙ୍ଗଳ, ବୁଧବାରରେ ଆର୍ଥିକ ସ୍ବଚ୍ଛଳତା, ସମସ୍ୟାରୁ ମୁକ୍ତି ପାଇବେ। ଗୁରୁ, ଶୁକ୍ର ଓ ଶନିବାରରେ ଦ୍ରବ୍ୟାଦି ଲାଭ। ବିଦ୍ୟାର୍ଥୀ ଉତ୍ସାହିତ ରହିବେ। ଭାଗ୍ୟାଙ୍କ -୯, ବିଧେୟ – ହରଗୌରୀଙ୍କୁ ଉପାସନା କରନ୍ତୁ।

ସିଂହ : ରବି, ସୋମବାରରେ କାର୍ଯ୍ୟ ବିଳମ୍ବ, ବନ୍ଧୁ ମତାନ୍ତର ଦେଖାଦେବ। ମଙ୍ଗଳ, ବୁଧବାରରେ ଚଳଚଞ୍ଚଳ, କାର୍ଯ୍ୟ ସଫଳ ହେବ। ଗୁରୁ, ଶୁକ୍ର ଓ ଶନିବାରରେ ଶତ୍ରୁହାନି, ବ୍ୟବସାୟିକ ଲାଭ ମିଳିବ। ବିଦ୍ୟାର୍ଥୀ ପରିଶ୍ରମୀ ହେବେ। ଭାଗ୍ୟାଙ୍କ -୩, ବିଧେୟ – ମାତଙ୍ଗୀ ମାତାଙ୍କୁ ଉପାସନା କରନ୍ତୁ।

କନ୍ୟା : ରବି, ସୋମବାରରେ କାର୍ଯ୍ୟଦକ୍ଷ, ଉଚ୍ଚ ସମ୍ମାନ ପ୍ରାପ୍ତି ହେବ। ମଙ୍ଗଳ, ବୁଧବାରରେ ବିରୋଧାଭାସ ଓ ଖର୍ଚ୍ଚାନ୍ତ ଦେଖାଦେବ। ଗୁରୁ, ଶୁକ୍ର ଓ ଶନିବାରରେ ଗୁରୁଜନଙ୍କ ସହଯୋଗ ଓ ବ୍ୟବସାୟିକ ସଫଳ ହେବେ। ବିଦ୍ୟାର୍ଥୀ ଯଶ ପାଇବେ। ଭାଗ୍ୟାଙ୍କ -୮, ବିଧେୟ – ଦେବୀ ମା’ଙ୍କୁ ଶ୍ରୀଫଳ ଅର୍ପଣ।

ଅଧିକ ପଢ଼ନ୍ତୁ: ରାହୁ ଗୋଚର ଫଳରେ ସୃଷ୍ଟି ହେବ ଭୟଙ୍କର ପରିସ୍ଥିତି, ଏହି ରାଶିରେ ଲୋକଙ୍କ ଉପରେ ୨୦୨୫ ପର୍ଯ୍ୟନ୍ତ ପଡିବ ପ୍ରଭାବ

ତୁଳା : ରବି, ସୋମବାରରେ ଅର୍ଥପ୍ରାପ୍ତି, ଚଳଚଞ୍ଚଳ ରହିବେ। ମଙ୍ଗଳ, ବୁଧବାରରେ ଭ୍ରାତୃଭଗ୍ନୀଙ୍କ ସହଯୋଗ, ଦୂରଯାତ୍ରା କରିପାରନ୍ତି। ଗୁରୁ, ଶୁକ୍ର ଓ ଶନିବାରରେ ଅସ୍ଥିରତା, ବ୍ୟବସାୟରେ ମାନ୍ଦା। ବିଦ୍ୟାର୍ଥୀ ଆଳସ୍ୟ ହେବେ। ଭାଗ୍ୟାଙ୍କ -୬, ବିଧେୟ – ଲକ୍ଷ୍ମୀନାରାୟଣଙ୍କୁ ଉପାସନା କରନ୍ତୁ।

ବିଛା : ରବି, ସୋମବାରରେ ବସ୍ତ୍ରାଦି ଆଭୂଷଣ ପ୍ରାପ୍ତି, ସହଯୋଗ ପାଇବେ। ମଙ୍ଗଳ, ବୁଧବାରରେ ବକେୟା ଅର୍ଥ ପ୍ରାପ୍ତି, ପଡ଼ୋଶେୀଙ୍କ ସହ ସୁସମ୍ପର୍କ ରହିବ। ଗୁରୁ, ଶୁକ୍ର ଓ ଶନିବାରରେ କାର୍ଯ୍ୟସିଦ୍ଧି, ସୁଖଶାନ୍ତି ପ୍ରାପ୍ତି ହେବ। ବିଦ୍ୟାର୍ଥୀ ଉତ୍ସାହିତ ରହିବେ। ଭାଗ୍ୟାଙ୍କ -୯, ବିଧେୟ – ମା’ ମଙ୍ଗଳାଙ୍କୁ ଉପାସନା କରନ୍ତୁ।

ଧନୁ : ରବି, ସୋମବାରରେ ବ୍ୟୟବୃଦ୍ଧି, ଅସ୍ଥିରତା ଦେଖାଦେବ। ମଙ୍ଗଳ, ବୁଧବାରରେ ହର୍ଷୋଲ୍ଲାସ, ଚାକିରିେର ଦାୟିତ୍ବବୋଧ ରହିବ। ଗୁରୁ, ଶୁକ୍ର ଓ ଶନିବାରରେ ଅର୍ଥପ୍ରାପ୍ତି, ବ୍ୟବସାୟିକ ଲାଭ ପାଇବେ। ବିଦ୍ୟାର୍ଥୀ ପ୍ରସନ୍ନ ରହିବେ। ଭାଗ୍ୟାଙ୍କ -୩, ବିଧେୟ – ଛୋଟ ବାଳିକାଙ୍କୁ ଶୃଙ୍ଗାର ଦ୍ରବ୍ୟ ପ୍ରଦାନ କରନ୍ତୁ।

ଅଧିକ ପଢ଼ନ୍ତୁ: ଶନିଙ୍କ ଆର୍ଶିବାଦରୁ ଚମକିବ ୫ ରାଶିଙ୍କ ଭାଗ୍ୟ, ଆସୁଛି ଭଲ ସମୟ, କୋଟିପତି ହେବେ ଏହି ସବୁ ରାଶି!

ମକର : ରବି, ସୋମବାରରେ ସୁଖ ସମ୍ମାନ ଓ ସମାଜିକ ପ୍ରତିଷ୍ଠା ପ୍ରାପ୍ତି ହେବ। ମଙ୍ଗଳ, ବୁଧବାରରେ ଋଣ ପ୍ରଭାବିତ, ସମସ୍ୟା ରହିବ। ଗୁରୁ, ଶୁକ୍ର ଓ ଶନିବାରରେ ଉତ୍ସାହିତ, ବ୍ୟବସାୟିକ ପ୍ରସାର ହେବ। ବିଦ୍ୟାର୍ଥୀ ପଢ଼ାରେ ଆଗ୍ରହୀ ରହିବେ। ଭାଗ୍ୟାଙ୍କ -୪, ବିଧେୟ – ଗୌରୀମାତାଙ୍କୁ ଉପାସନା କରନ୍ତୁ।

କୁମ୍ଭ : ରବି, ସୋମବାରରେ ପରିସର ବୃଦ୍ଧି, ଦ୍ରବ୍ୟାଦି ଲାଭ ହେବ। ମଙ୍ଗଳ, ବୁଧବାରରେ ଉଚ୍ଚ ଆଶା ପୂରଣ ହେବ। ଗୁରୁ, ଶୁକ୍ର ଓ ଶନିବାରରେ ବ୍ୟୟବହୁଳ ଓ ଅଭାବ। ବ୍ୟବସାୟରେ ମାନ୍ଦା ରହିବ। ବିଦ୍ୟାର୍ଥୀ ଚିନ୍ତାରେ ରହିବେ। ଭାଗ୍ୟାଙ୍କ -୮, ବିଧେୟ – ତାରିଣୀ ମା’ଙ୍କୁ ଶ୍ରୀଫଳ ଦିଅନ୍ତୁ।

ମୀନ : ରବି, ସୋମବାରରେ ଶୃଙ୍ଖଳିତ ଧାରାରେ କାର୍ଯ୍ୟ ତୁଲାଇବେ। ମଙ୍ଗଳ, ବୁଧବାରରେ ଉଚ୍ଚ ସଫଳତା, ସୁଖ ସମ୍ମାନ ପାଇବେ। ଗୁରୁ, ଶୁକ୍ର ଓ ଶନିବାରରେ ନୂତନ ଯୋଜନା କାର୍ଯ୍ୟକାରୀ। ବ୍ୟବସାୟିକ ଉନ୍ନତି। ବିଦ୍ୟାର୍ଥୀ କୃତକାର୍ଯ୍ୟ ହେବେ। ଭାଗ୍ୟାଙ୍କ -୩, ବିଧେୟ – ଗ୍ରାମଦେବାଦେବୀଙ୍କୁ ଉପାସନା କରନ୍ତୁ।

ଅଧିକ ପଢ଼ନ୍ତୁ: ଦିନକୁ ଦିନ କାହିଁକି ବଢୁଛି ଷ୍ଚ୍ରୋକ୍ ? କ’ଣ କଲେ କମ ରହିବ ଷ୍ଟ୍ରୋକ୍ ରିସ୍କ, ଜାଣନ୍ତୁ ସଂକ୍ଷେପରେ...

Share this story