ସେକ୍ସି ମହିଳାଙ୍କ ସହ ସମ୍ଭୋଗ ରଖିଲା ବେଳେ ସାବଧାନ! ବ୍ୟବହାର କରିବେନି ଏହି ସବୁ ଆପ୍!

ସେକ୍ସି ମହିଳାଙ୍କ ସହ ସମ୍ଭୋଗ ରଖିଲା ବେଳେ ସାବଧାନ! ବ୍ୟବହାର କରିବେନି ଏହି ସବୁ ଆପ୍!
ସେକ୍ସି ମହିଳାଙ୍କ ସହ ସମ୍ଭୋଗ ରଖିଲା ବେଳେ ସାବଧାନ! ବ୍ୟବହାର କରିବେନି ଏହି ସବୁ ଆପ୍!

ସେକ୍ସ ସମସ୍ତଙ୍କୁ ଐଶ୍ୱର୍ଗୀୟ ସୁଖ ପ୍ରଦାନ କରୁଥିବା ଏକ ଏମିତି ଏକ ରତିକ୍ରିଡା ଯାହା ସମସ୍ତେ ପାଇବାକୁ ଚାହାଁନ୍ତି । ବିବାହିତ ନାରୀ ଓ ବୁରୁଷ ଟିଏ ବି ନୂଆ ନୂଆ ଯୌନ ସାଥୀ ସନ୍ଧାନରେ ରୁହନ୍ତି । କାହିଁକି ନା ଗୋଟିଏ ପୁରୁଷ କିମ୍ବା ନାରୀ କେବେ ବି ନୂଆ ନୂଆ ତରିକାରେ ସମ୍ଭୋଗ ସୁଖ ପ୍ରଦାନ କରିପାରି ନଥାଇ । ଆଉ ଏହି କାରଣରୁ ବେଳେ ବେଳେ ଲୁଛି ଛପି ଜୀବନସାଥିକୁ ମିଛ କହି ଅନ୍ୟଠାରୁ ରାତି ରାତି ସମ୍ଭୋଗ କରି ରତିକ୍ରୀଡ଼ାର ଚରମ ସୁଖ ମିଳିଥାଏ ଯାହା ସେମାନେ ପାଇବାକୁ ସବୁ ବେଳେ ମନ ଭିତରେ ଆଶା ରଖିଥାନ୍ତି । ତେବେ ସାବଧାନ! ସେକ୍ସର ଆନନ୍ଦ ନେବା ବେଳେ ଭୁଲନ୍ତୁ ନାହିଁ ଏହି ସବୁ କଥା ।

ଆପଣ ଜାଣିଛନ୍ତି? ଆପଣ ରଖୁଥିବା ଶାରୀରିକ ସମ୍ପର୍କ ବାବଦରେ ଆପଣଙ୍କ ନିକଟତର ବନ୍ଧୁ ନ ଜାଣିଲେ ବି ଫେସବୁକ ସବୁ ଜାଣୁଛି । କିଛି ଏଭଳି ସାଙ୍ଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି । ବ୍ରିଟେନ ସ୍ଥିତ ପ୍ରାଇଭେସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ମହିଳାଙ୍କ ଗର୍ଭାବସ୍ଥା ଓ ଋତୁସ୍ରାବ ଟ୍ରାକ କରୁଥିବା ଆପ ମାୟା ଓ ମିୟା ଫେମ ନିଜ ବ୍ୟବହାରକାରୀଙ୍କ ତଥ୍ୟ ଫେସବୁକ ସହ ସେୟାର କରୁଛି । ଯେଉଁ ଡାଟା ବ୍ୟବହାରକାରୀଙ୍କ ଦ୍ୱାରା ଏହି ଆପରେ ଅପଲୋଡ଼ କରାଯାଇଥାଏ ।

ବ୍ୟବହାରକାରୀମାନେ ଶେଷ ଥର ପାଇଁ କେବେ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ ଓ ଏଥିପାଇଁ ଗର୍ଭ ନିରୋଧକ ଉପାୟ ଆପଣେଇଥିଲେ ନା ନାହିଁ ଏ ବାବଦରେ ବ୍ୟବହାରକାରୀ ଆପରେ ତଥ୍ୟ ଦେଇଥାନ୍ତି । ଏହି ସବୁ ତଥ୍ୟ ଆପମାନେ ଫେସବୁକକୁ ଦେଉଥିବାବେଳେ ଫେସବୁକ ସଫ୍ଟୱେୟାର ଡେଭଲପମେଣ୍ଟ କିଟ ମାଧ୍ୟମରେ ଲିକ ହୋଇଯାଇଥାଏ ।

ପ୍ରାଇଭେସି ଇଣ୍ଟରନ୍ୟାଶନାଲ ପକ୍ଷରୁ କୁହାଯାଇଛି ଯେ ଯେତେବେଳେ ବ୍ୟବହାରକାରୀ ଏହି ସଵୁ ଆପ ନିଜ ମୋବାଇଲରେ ଇନଷ୍ଟଲ କରିଥାନ୍ତି ଠିକ ସେହି ସମୟ ପରଠାରୁ ଆପଗୁଡିକ ତଥ୍ୟ ଫେସବୁକ ସହ ସେୟାର କରିବା ଆରମ୍ଭ କରିଦେଇଥାନ୍ତି ।

ତେଣୁ ପ୍ରାପ୍ତ ବୟସ୍କା ଯେଉଁମାନେ ପରକୀୟା ପ୍ରୀତିକୁ ପସନ୍ଦ କରି ଯୌନ ସୁଖ ପାଇବା ପାଇଁ ଅନ୍ଧଭଳି କେବଳ ସେକ୍ସକୁ ଗୁରୁତ୍ଵ ଦେଇଥାନ୍ତି ସେମାନେ ଏଣିକି ସାବଧାନ ରୁହନ୍ତୁ ।

Share this story