ଟୋକିଓ ଅଲିମ୍ପିକ ଟ୍ରାକରେ ଦୌଡ଼ି ପାରିଲେନି ଦୂତି; ଦେଖାଇ ପାରିଲେନି ଚମକ; ଦୂତି ଚାନ୍ଦଙ୍କ ଠାରୁ ଥିଲା ଅନେକ ଆଶା, କଲେ ନିରାଶ

Dutee chand
ନିରାଶ କଲେ ଓଡ଼ିଶା ଧାବିକା ଦୂତି ଚାନ୍ଦ । ୧୦୦ ମିଟର ଦୌଡ଼ରେ ନିରାଶ କରିଛନ୍ତି କଲେ ଦୂତୀ ଚାନ୍ଦ । ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ ଚାନ୍ଦ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା ଧୂତିସାତ ହୋଇଛି ।

ଓଡ଼ିଆ ଗସିପ ବ୍ୟୁରୋ: ନିରାଶ କଲେ ଓଡ଼ିଶା ଧାବିକା ଦୂତି ଚାନ୍ଦ । ୧୦୦ ମିଟର ଦୌଡ଼ରେ ନିରାଶ କରିଛନ୍ତି କଲେ ଦୂତୀ ଚାନ୍ଦ । ୧୧.୫୪ ସେକେଣ୍ଡ ନେଇ ସପ୍ତମ ସ୍ଥାନରେ ରହିଛନ୍ତି ଦୂତୀ ଚାନ୍ଦ । ଫଳରେ ତାଙ୍କ ୨ୟ ରାଉଣ୍ଡକୁ ଯିବାର ଆଶା ଧୂତିସାତ ହୋଇଛି ।

ପ୍ରଥମ ସ୍ଥାନରେ ଜାମାଇକାର ଏସ. ଫ୍ରେସର ରହିଛନ୍ତି । ସେ ୧୦.୮୪ ସେକେଣ୍ଡରେ ନିଜର ଦୌଡ କମ୍ପ୍ଲିଟ କରିଥିଲେ ।

ପରେ ୧୦.୯୧ ସେକେଣ୍ଡ ସହ ସ୍ୱିଜରଲ୍ୟାଣ୍ଡର ଏ. ଡେଲ ପଣ୍ଟେ ୨ୟ ସ୍ଥାନରେ, ୧୧.୦୦ ସେକେଣ୍ଡ ସହ ନାଇଜେରିଆର ଏ.ନ୍ୱୋକୋଚା ତୃତୀୟ ସ୍ଥାନ ହାସଲ କରିଛନ୍ତି । ତେବେ ଦୂତି ୧୧.୫୪ ସେକେଣ୍ଡ ସପ୍ତମ ସ୍ଥାନ ହାସଲ କରିବାରେ ସଫଳ ହୋଇଥିଲେ ।

Share this story