ଦିୱାଲି ପାର୍ଟି ନାଁରେ ନିଛାଟିଆ ହୋଟେଲରେ ଚାଲିଥିଲା ଗାର୍ଲଫ୍ରେଣ୍ଡ ଏକ୍ସଚେଞ୍ଜ ନାଇଟ, ଓପନ ସେକ୍ସ ଦେଖି ପୋଲିସ ତାଯୁବ

Rave party

ଓଡ଼ିଆ ଗସିପ ବ୍ୟୁରୋ: ରାଜସ୍ଥାନର ଯୋଧପୁରରେ ଦୀପାବଳି ନାଁରେ ଚାଲୁଥିଲା ରେଭ ପାର୍ଟି। ଆଉ ପାର୍ଟି କରୁଥିବା ଯୁବକ-ଯୁବତୀଙ୍କୁ ଶେଷରେ ବାନ୍ଧିଛି ପୋଲିସ। ଯୋଧପୁରର ରାତନାଡା ଅଞ୍ଚଳରେ ଥିବା ଏକ ରେ​ଷ୍ଟୁରାଣ୍ଟରେ ଡିଜେ ପାର୍ଟି ଚଲାଉଥିଲେ, ଯେଉଁଥିରେ ବହୁ ଯୁବକ-ଯୁବତୀ ସାମିଲ ହୋଇଥିଲେ।

କେବଳ ସାମିଲ ହୋଇନଥିଲେ ନଗ୍ନତା ର ସବୁ ସୀମା ଟପିଥିଲେ । ନିଶା ମଧ୍ୟ କରିଥିଲେ । ଏହି ସମୟରେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ଲଗାଯାଇଥିବା କଟକଣାକୁ ସେମାନେ ଅଣଦେଖା କରିବା ସହ ପାର୍ଟିରେ ମଦ ପିଇ ଡ୍ୟାନ୍ସ କରିବା ଆରମ୍ଭ କରିଦେଇଥିଲେ।

କେବଳ ସେତିକି ନୁହେଁ, ରୁମ ମଧ୍ୟରେ ଗାର୍ଲଫ୍ରେଣ୍ଡ ଏକ୍ସଚେଞ୍ଜ ମଧ୍ୟ ଚାଲିଥିଲା । ଯିଏ ପାରୁଥିଲା ସିଏ ଆଉ ଜଣଙ୍କ ଗାର୍ଲଫ୍ରେଣ୍ଡ କୁ ଉପଭୋଗ କରୁଥିଲା । ପୋଲିସ ପଶିବା ବେଳକୁ ତାଯୁବ ହୋଇଯାଇଥିଲା । ଡ୍ରେସ ତ ଦୂର କଥା, ଯୁବତୀଙ୍କ ଦେହରେ ଅନ୍ତବସ୍ତ୍ର ନଥିଲା । ଆଉ କିଛିଙ୍କର ଯୌନଙ୍ଗରୁ ରକ୍ତ ମଧ୍ୟ ବୋହୁଥିଲା ।

କେହି ଜଣେ ବ୍ୟକ୍ତି ପୋଲିସକୁ ଏ ସମ୍ପର୍କରେ ସୂଚନା ଦେବାପରେ ଅଚାନକ ପୋଲିସ ଚଢାଉ କରିଥିଳା। ପୋଲିସର ଚଢାଉ ପରେ ସେଠାରେ ହଇଚଣ ସୃଷ୍ଟି ହୋଇଯାଇଥିଲା।

ସମସ୍ତ ଯୁବକ-ଯୁବତୀ ଖସି ପଳାଇବାକୁ ଦୌଡା ଦୌଡି ଆରମ୍ଭ କରିଦେଇଥିଲା। ପୋଲିସ ଏହି ମାମଲାରେ ରେଷ୍ଟୁରାଣ୍ଟର ସଞ୍ଚାଳକ ସହିତ ବହୁ ଯୁବକ ଯୁବତୀଙ୍କ ବିରୋଧରେ ମାମଲା ରୁଜୁ କରିଛି।  

Share this story