ଦିଲ୍ଲୀ ହାଇକୋର୍ଟର ଗୁରୁତ୍ୱପୁର୍ଣ୍ଣ ରାୟ, ପିଡ଼ିତାର ପ୍ରାଇଭେଟ୍ ପାର୍ଟରେ ଆଘାତର କୌଣସି ଚିହ୍ନ ନାହିଁ, ଏହାର ଅର୍ଥ...

ଓଡ଼ିଆ ଗସିପ୍ ବ୍ୟୁରୋ: ଦିଲ୍ଲୀ ହାଇକୋର୍ଟ ଏକ ଦୁସ୍କର୍ମ ମାମଲାରେ ଏକ ଗୁରୁତ୍ୱପୁର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ କହିଛନ୍ତି ଯେ, ‘ପିଡ଼ିତାର ପ୍ରାଇଭେଟ୍ ପାର୍ଟରେ ଆଘାତର କୌଣସି ଚିହ୍ନ ନାହିଁ, ଏହାର ଅର୍ଥ ନୁହେଁ କି ପିଡ଼ିତାଙ୍କୁ ଯୌନ ନିର୍ଯ୍ୟାତନା ଦିଆଯାଇ ନାହିଁ’ ।
ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ
୨୦୧୭ ମସିଆରେ ଦିଲ୍ଲୀ ହାଇକୋର୍ଟ ସାଢ଼େ ଚାରି ବର୍ଷର ନାବାଳୀକା ସହିତ ଦୁସ୍କର୍ମ ମାମଲାରେ ଶୁଣାଯାଇଥିବା ସଜା ବିରୋଧରେ ଶୁଣାଣି କରୁଥିଲେ । ଯେଉଁ ସମୟରେ ବିଚାରପତି ଅମିତ ବଂଶଲ ଅଭିଯୁକ୍ତକୁ ଦିଆଯାଇଥିବା ଦଣ୍ଡକୁ କାଏମ ରଖି ଏହି ଟିପ୍ପଣି କରିଥିଲେ ।
ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ
କୋର୍ଟ କହିଥିଲେ କି ଏହି ବ୍ୟକ୍ତି, ଯିଏ ନାବାଳିକାର ପଡ଼ୋଶୀ ଥିଲା । ତା ଦ୍ୱାରା କରାଯାଇଥିବା ଅପରାଧ ପାଇଁ ଏହି ଆଧାରରେ ଛଡ଼ା ଯାଇ ପାରିବ ନାହିଁ ।