କାର୍ଯ୍ୟାଳୟରେ ହସ୍ତ ମୈଥୁନ କରୁଥିଲେ ସାବଧାନ ! ତିନି ମାସ ଯାଏଁ ଦରମା ଦେବନି କମ୍ପାନୀ ମାଲିକ, ଟିସୁ ପେପର ରେ କରନ୍ତୁ ଏହି କାମ

Masturbate in hotel

ଓଡ଼ିଆ ଗସିପ୍ ବ୍ୟୁରୋ: ସେକ୍ସ ପ୍ରତି ରହିଛିକି ଆପଣଙ୍କ ଦୁର୍ବଳତା ତେବେ ସାବଧାନ । ଆପଣ କାମ କରୁଥିବା ଅଫିସ ବାଥରୁମ୍ ରେ ହସ୍ତ ମୈଥୁନ କଲେ କଟିଯିବ ଦରମା ।

ଯଦି ଆପଣଙ୍କ ଇଦ୍ରୀୟ ଏତେ ଅପ୍ରାକୃତିକ ଯୌନ କ୍ରୀଡା ପାଇଁ ବ୍ୟଗ୍ର ତେବେ ନିଜ ଘରେ ଖଟ ଉପରେ ଲିଙ୍ଗର ଯତ୍ନ ନେଇ ହଲାନ୍ତୁ । ଧ୍ୟାନ ଦେବେ ହସ୍ତ ମୈଥୁନ ବେଳେ ଟିସୁ ପେପର ବ୍ୟବହାର କରନ୍ତୁ , କାହିଁକି ପଢନ୍ତୁ ପୁରା ଖବର ।

ସେକ୍ସ ପ୍ରତି ସମସ୍ତଙ୍କ ଆଗ୍ରହ ରହିଛି । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ମଧ୍ୟ । ଦେହ ଅଛି ମାନେ ସୁଖ ପାଇବାର ଇଚ୍ଛା ବି ରହିଛି । ଭୋକ ହେଲେ ଯେମିତି ଖାଇବା ଦରକାର ସେମିତି ଦେହର ଭୋକ ମେଣ୍ଟେଇବାକୁ ସେକ୍ସ ବି ଜରୁରୀ ଅଟେ ।

ବିନା ପାର୍ଟନର ରେ ଅନେକ ହସ୍ତ ମୈଥୁନ କରି ଦେହର ଭୋକ ମେଣ୍ଟାଇ ଥାଆନ୍ତି । କିନ୍ତୁ ଅନେକ କାର୍ଯ୍ୟାଳୟ ରେ ଇନ୍ଦ୍ରିୟ ତୃପ୍ତ ପାଇଁ ହସ୍ତ ମୈଥୁନ କରନ୍ତି । ଏମିତି ଏକ ଖବର ଆସିଛି ଯେଉଁଟି ଏକ ପ୍ରାଇଭେଟ୍ କମ୍ପାନୀର କର୍ମଚାରୀ ମାନେ ପାଇଖାନା ଘରେ ହସ୍ତ ମୈଥୁନ କରୁଛନ୍ତି ।

ଏହାକୁ ନେଇ କମ୍ପାନୀ ମାଲିକ ବିରକ୍ତ ପ୍ରକାଶ କରି ନୋଟିସ ଜାରି କରିଛନ୍ତି। କହିଛନ୍ତି ଏହା ଯୋଗୁଁ ସଫେଇ କାମରେ ଟଙ୍କା ସରୁଛି ଯଦି କିଏ ହସ୍ତ ମୈଥୁନ କରେ ତେବେ ସେମାନଙ୍କ ଦରମା କଟିବ । ଏଣୁ ଆପଣ ବି ସାବଧାନ ଥିବେ ଏହି ସବୁ କାମ କରିବା ପୂର୍ବରୁ, ସୁସ୍ଥ ଓ ସ୍ୱଚ୍ଛ ରୁହନ୍ତୁ ।

Share this story