ଗାର୍ଲଫ୍ରେଣ୍ଡ ଏକ୍ସଚେଞ୍ଜ ନାଁରେ ଖୋଲାଖୋଲି ସେକ୍ସ, ଯାହାକୁ ଯିଏ ପାରିଲା କୁଣ୍ଢେଇ କିସ କଲା

open night

ଓଡ଼ିଆ ଗସିପ ବ୍ୟୁରୋ: ଲକଡାଉନ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ବାଜୁଥିଲା ଡିଜେ ଚାଲିଥିଲା ପାର୍ଟି । ମଦ ପିଇ ମାତାଲ ହେଉଥିଲେ ଯୁବକ ଯୁବତୀ । ହଠାତ ପହଞ୍ଚିଗଲା ପୋଲିସ । ବିହାରର ରାଜଧାନୀ ପାଟନାରେ ଏକ ମଦ ପାର୍ଟିରେ ଚଢାଉ କରି ୧୨ ଜଣଙ୍କୁ ଗିରଫ କରିଛି ପୋଲିସ ।

ପାଟନାର ବୁନ୍ଦ୍ରା ଥାନା ଅଞ୍ଚଳରେ ଥିବା ଏକ ଘରୋଇ ହୋଟେଲରେ କରେନା ନିୟମକୁ ଫୁ କରି ଚାଲିଥିଲା ଜନ୍ମ ଦିନ ପାର୍ଟି । ଡିଜେ ମ୍ୟୁଜିକ ଏବଂ ମଦରେ ମସଗୁଲ ଥିଲେ ସମସ୍ତେ । କେବଳ ପାର୍ଟି ନୁହେଁ, ସେଠାରେ ଚାଲିଥିଲା ଓପନ ସେକ୍ସ । ନିଶା ହେବା ପରେ ଗାର୍ଲ ଫ୍ରେଣ୍ଡ ଏକ୍ସଚେଞ୍ଜ କରିବା ସହ ଯିଏ ଯାହାକୁ ପାରିଲା ସେକ୍ସ କରୁଥିବା ଦେଖିବାକୁ ମିଳିଥିଲା । କୌଣସି ସୂତ୍ରରୁ ଖବର ପାଇଁ ସଂପୃକ୍ତ ହୋଟେଲ ଉପରେ ଅଚାନକ ଚଢଉ କରିଥିଲା ସ୍ଥାନୀୟ ପୋଲିସ ।

ଘଟଣାରେ ବାରର ୪ ଜଣ କର୍ମଚାରୀ ଏବଂ ମାଲିକଙ୍କ ସମେତ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ । ଏହା ସହିତ ବିପୁଳ ପରିମାଣର ମଦ ବୋତଲ ଏବଂ ବନ୍ଧୁକ ମଧ୍ୟ ଜବତ କରାଯାଇଥିବା ସୂଚନା ମିଳିଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଜଣେ ବିଧାୟକ ପ୍ରାର୍ଥୀ ଏବଂ ଅନେକ ହାଇପ୍ରୋଫାଇଲ ବ୍ୟକ୍ତି ଥିବା ନେଇ ସୂଚନା ଦେଇଛି ପୋଲିସ ।

ସୂଚନା ଅନୁଯାୟୀ, ବୁନ୍ଦ୍ରା ପୋଲିସକୁ ଖବର ମିଳିଥିଲା ଯେ, ଗ୍ରୀନ ଫରେଷ୍ଟ ହୋଟେଲରେ ପାର୍ଟି ଚାଲିଛି । ଡିଜେର ତାଳେ ତାଳେ ମଦ ମଧ୍ୟ ପିଉଛନ୍ତି । ପୋଲିସର ଏକ ଟିମ ଗୁରୁବାର ରାତିରେ ତୁରନ୍ତ ସେଠାରେ ପହଞ୍ଚି ହୋଟେଲରେ ଚଢଉ କରିଥିଲା । ଭିତରେ ଥିବା ସମସ୍ତେ ମଦ ପିଇ ମାତାଲ ଅବସ୍ଥାରେ ଥିଲେ । ପୋଲିସ ବାର ମାଲିକଙ୍କ ସମେତ କିଛି କର୍ମଚାରୀ ଏବଂ ପାର୍ଟିରେ ସାମିଲ ଥିବା ଲୋକଙ୍କୁ ଉଠାଇନେଇଥିଲା ।

ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ, ହର୍ଷ ନାମକ ଜଣେ ଯୁବକ ଯେକି ପେସାରେ ଜଣେ ସାମ୍ବାଦିକ, ସେ ଏହି ପାର୍ଟି ଆୟୋଜନ କରିଥିଲେ । ପୋଲିସ ସମସ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହିତ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

Share this story