ବୟଫ୍ରେଣ୍ଡ ପାଇଁ ବିଷ ପିଇଲେ ମହିଳା ଏସଆଇ (SI)... 

Bolangir Woman SI Tries To End Life By Consuming poison
ବୟଫ୍ରେଣ୍ଡ ପାଇଁ ବିଷ ପିଇଲେ ମହିଳା ଏସଆଇ (SI)... 

ଓଡ଼ିଆ ଗସିପ୍ ବ୍ୟୁରୋ: ସଇଁତଳା ମହିଳା ଏସଆଇ ଆତ୍ମହତ୍ୟା ଉଦ୍ୟମ । ବିଶ ପିଇଲେ ମହିଳା ପୋଲିସ ଏସଆଇ। ବଲାଙ୍ଗିର ସଇଁତଲା ଥାନାର ମହିଳା ଏସଆଇ କାଜଲ ବାଗ କିଛି ଦିନ ତଳେ ବିଷ ପିଇ ନିଜ ଜୀବନ ହାରିବାକୁ ଉଦ୍ୟାମ କରିଥିଲେ। 

ଅଧିକ ପଢ଼ନ୍ତୁ: ବିଶ୍ୱରେ ପ୍ରଥମ ଥର ପାଇଁ ଆବିଷ୍କାର ହେଲା ଚମତ୍କାରୀ ଇଞ୍ଜେକ୍ସନ, ମାତ୍ର ୭ ମିନିଟରେ ହେବ କ୍ୟାନ୍ସର ଚିକିତ୍ସା

ପରେ ପଡୋଶୀ ଉଦ୍ଧାର କରି ତାଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତୀ କରିଛନ୍ତି। ସୂଚନା ଅନୁସାରେ ନିଜ ବୟଫ୍ରେଣ୍ଡ ସହ ସେ ଦିନ ରାତିରେ ଫୋନରେ ଝଗଡା ହୋଇଥିଲା । ପରେ ବିଷ ପିଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଇଥିଲେ ।

Share this story