ଆମେରିକାରେ ବଡ଼ ଧରଣର ଭୂକମ୍ପ: ଥରିଲା ୟୁଏସର ଏହି ସବୁ ରାଜ୍ୟ, ତୀବ୍ରତା ୬.୫ ରେକର୍ଡ

america was shaken by the earthquake intensity 6 5 record

ଓଡ଼ିଆ ଗସିପ୍ ବ୍ୟୁରୋ: ଏଲ ସାଲଭାଡୋର ଉପକୂଳବର୍ତ୍ତୀ ପ୍ରଶାନ୍ତ ମହାସାଗରରେ ଭୂକମ୍ପ ଅନୁଭୂତ ହୋଇଛି।

ଅଧିକ ପଢ଼ନ୍ତୁ: ଅକ୍ଟୋବର ପହିଲାରୁ ସବୁ ଗାଡ଼ିରେ ଭିଏଲ୍‌‌ଟିଡି ଓ ପାନିକ ବଟନ୍‌‌ ବାଧ୍ୟତାମୂଳକ

ଭୂକମ୍ପର ତୀବ୍ରତା ୬.୫ ମାପ କରାଯାଇଛି। ଏହି ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହା ନିକାରାଗୁଆ ଠାରୁ ଗ୍ବଟେମାଲା ପର୍ଯ୍ୟନ୍ତ କେନ୍ଦ୍ରୀୟ ଆମେରିକାର ଅଧିକାଂଶ ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି।

ଅଧିକ ପଢ଼ନ୍ତୁ : ଗ୍ରହ ଗୋଚର (Grah Gochar): ୧୫ ଦିନରେ ମହତ୍ତ୍ବପୂର୍ଣ୍ଣ ଗ୍ରହ ଗୋଚର; ଏହି ରାଶି ଥିବା ବ୍ୟକ୍ତିମାନଙ୍କ ଜୀବନରେ ଆସିବ ବିରାଟ ପରିବର୍ତ୍ତନ!

ଏଲ ସାଲଭାଡୋରର ଇଣ୍ଟିପୁକାର ଦକ୍ଷିଣରୁ ୨୭ କିଲୋମିଟର ଦୂରରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଏହାର ଗଭୀରତା ୭୦ କିଲୋମିଟର ରେକର୍ଡ କରାଯାଇଛି।

ଅଧିକ ପଢ଼ନ୍ତୁ : ଇଲିୟାନାଙ୍କ ପେଟରେ କାହା ପିଲା? ବିନା ବିବାହରେ ହେବେ ମାଆ, ସାମ୍ନାକୁ ଆସିଲେ ମିଷ୍ଟ୍ରୀ ମ୍ୟାନ୍ 

Share this story