ତୃତୀୟ ବିଶ୍ୱଯୁଦ୍ଧରେ କଣ ରହିଛି ଭାରତର ଭୂମିକା? ଏବେ ସାମ୍ନାକୁ ଆସିଲା ଏହି ଚିତ୍ର

World war

ଓଡ଼ିଆ ଗସିପ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ବେଶ ଭାଇରଲ ହେଉଛି ଜଣେ ୟୁକ୍ରେନ ର କୁନି ଝିଅଙ୍କ ଭିଡ଼ିଓ ।

 

ଏହି ଭିଡିଓ ରେ ସେ ଜଣେ ଋଷ ସୈନିକଙ୍କୁ ତାଗିଦ କରୁଛନ୍ତି । 

ଏହି ଭିଡ଼ିଓରେ ପ୍ରଶ୍ନ ପଚାରୁଛି କିନି ସାହାସୀ ଝିଅ

ମୋ ଦେଶରେ କଣ କରୁଛ ,ତମ ଦେଶକୁ ପଳେଇଯାଓ ।

ଆପଣ ବି ଦେଖିନିଅନ୍ତୁ ଏଭିଡିଓ । ଦେହ ଶିତେଇ ଉଠିବ, କୁନି ଝିଅର ଦେଶ ପ୍ରେମ ଓ ସାହାସିକତା କୁ ଶହେ ସଲାମ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି । 

https://fb.watch/br6pl2In6K/

Share this story

World Odia Language Conferene