ତୃତୀୟ ବିଶ୍ୱଯୁଦ୍ଧରେ କଣ ରହିଛି ଭାରତର ଭୂମିକା? ଏବେ ସାମ୍ନାକୁ ଆସିଲା ଏହି ଚିତ୍ର
Updated: Feb 27, 2022, 17:05 IST
ଓଡ଼ିଆ ଗସିପ ବ୍ୟୁରୋ: ସୋସିଆଲ ମିଡିଆରେ ଏବେ ବେଶ ଭାଇରଲ ହେଉଛି ଜଣେ ୟୁକ୍ରେନ ର କୁନି ଝିଅଙ୍କ ଭିଡ଼ିଓ ।
ଏହି ଭିଡିଓ ରେ ସେ ଜଣେ ଋଷ ସୈନିକଙ୍କୁ ତାଗିଦ କରୁଛନ୍ତି ।
ଏହି ଭିଡ଼ିଓରେ ପ୍ରଶ୍ନ ପଚାରୁଛି କିନି ସାହାସୀ ଝିଅ
ମୋ ଦେଶରେ କଣ କରୁଛ ,ତମ ଦେଶକୁ ପଳେଇଯାଓ ।
ଆପଣ ବି ଦେଖିନିଅନ୍ତୁ ଏଭିଡିଓ । ଦେହ ଶିତେଇ ଉଠିବ, କୁନି ଝିଅର ଦେଶ ପ୍ରେମ ଓ ସାହାସିକତା କୁ ଶହେ ସଲାମ ବୋଲି ପ୍ରତିକ୍ରିୟା ପ୍ରକାଶ ପାଇଛି ।
https://fb.watch/br6pl2In6K/