‘କଚ୍ଚା ବାଦାମ’ ଗୀତରେ ଜବରଦସ୍ତ ଡ୍ୟାନ୍ସ କଲେ ପିଭି ସିନ୍ଧୁ, ଦେଖନ୍ତୁ ଭିଡିଓ

Colo

ଓଡ଼ିଆ ଗସିପ ବ୍ୟୁରୋ: କଚ୍ଚା ବାଦାମ’ ଗୀତ କ୍ରେଜ ଫ୍ୟାନ୍ସ ମଧ୍ୟରେ କମ୍‌ ହେଉନାହିଁ। ସମସ୍ତେ ଏହି ଗୀତରେ ଇନଷ୍ଟାଗ୍ରାମ ରିଲ୍ସ ଏବଂ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଏହି ଗୀତରେ ଡ୍ୟାନ୍ସ ଷ୍ଟେପ କରି ଅନେକ ଲୋକପ୍ରିୟ ମଧ୍ୟ ହେଉଛନ୍ତି। ଏବେ ଏହି ଗୀତରେ ଲୋକପ୍ରିୟ ସେଲିବ୍ରିଟି ମଧ୍ୟ ଡ୍ୟାନ୍ସ କରି ଭିଡିଓ ପୋଷ୍ଟ କରିବାକୁ ପଛାଉନାହାନ୍ତି। ଆଉ ଏହି ତାଲିକାରେ ସାମିଲ ହୋଇଛନ୍ତି ବ୍ୟାଡମିଣ୍ଟନ ଷ୍ଟାର ପିଭି ସିନ୍ଧୁ।

ଆପଣ ପିଭି ସିନ୍ଧୁଙ୍କୁ ବ୍ୟାଡମିଣ୍ଟନ ଖେଳୁଥିବା ନିଶ୍ଚିତ ଦେଖିଥିବେ କିନ୍ତୁ ଡ୍ୟାନ୍ସ କରୁଥିବା ହୁଏତ କେବେ ଦେଖିନଥିବେ। ପିଭି ସିନ୍ଧୁ କଚ୍ଚା ବାଦାମ ଗୀତରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛନ୍ତି। ପିଭି ସିନ୍ଧୁଙ୍କୁ ଏହି ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବେଶ୍‌ ଭାଇରଲ ହେଉଛି। ଯାହାକୁ ଲୋକେ ବହୁତ ପସନ୍ଦ କରୁଛନ୍ତି।

https://www.instagram.com/reel/Cawt3MnAtgj/?utm_medium=copy_link

ଭିଡିଓରେ ପିଭି ସିନ୍ଧୁ ହଳଦିଆ ଡ୍ରେସରେ ଡ୍ୟାନ୍ସ କରୁଛନ୍ତି। ଆଉ ସିନ୍ଧୁ ଏହି ଡ୍ୟାନ୍ସ ଷ୍ଟେପକୁ ଜବରଦସ୍ତ କପି କରୁଥିବା ନଜର ଆସିଛନ୍ତି। ପିଭି ସିନ୍ଧୁ ଏହି ଡ୍ୟାନ୍ସ ଭିଡିଓକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି। ଯାହାକୁ ୩୮ ଲକ୍ଷ ଭ୍ୟୁ ମିଳିସାରିଛି। ଏପର୍ଯ୍ୟନ୍ତ ୪ଲକ୍ଷ ୮୦ ହଜାର ଲୋକ ଭିଡିଓକୁ ଲାଇକ କରିସାରିଲେଣି। ଲୋକେ ଭିଡିଓ ଦେଖି ଭିନ୍ନ ଭିନ୍ନ ପ୍ରକାରର କମେଣ୍ଟ ଦେଉଛନ୍ତି।

Share this story