ଦେଖନ୍ତୁ Exclusive ଭିଡ଼ିଓ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ଼, ୪ ଆହତ
Nov 3, 2022, 18:09 IST

ଓଡ଼ିଆ ଗସିପ ବ୍ୟୁରୋ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗୁଳିମାଡ଼ ହୋଇଛି ।
ଏକ ରାଲି ବେଳେ ଓ୍ବଜିରାବାଦର ଆଲାଓ୍ବଲା ଚୌକରେ ଗୁଳିମାଡ଼ ହୋଇଥିବା ଜଣାପଡ଼ିଛି ।
ଏହି ଗୁଳିମାଡ଼ରେ ଇମ୍ରାନଙ୍କ ମ୍ୟାନେଜରଙ୍କ ସମେତ ଆଉ ୪ ଜଣ ଆହତ ହୋଇଥିବା ସୂଚନା । ଉକ୍ତ ଗୁଳିମାଡରେ ଇମ୍ରାନ ସାମାନ୍ୟ ଆହତ ହୋଇଛନ୍ତି ।
ଦେଖନ୍ତୁ Exclusive ଭିଡ଼ିଓ :
#BREAKING | Pakistan: Firing at former PM's rally in Wazirabad; Imran Khan reportedly sustains bullet injury on the leg.
— TIMES NOW (@TimesNow) November 3, 2022
TIMES NOW accesses a visual in which the alleged attacker can be seen.
Jabbar Choudhary (Pak Journalist) with the latest.#ImranKhan #Pakistan #Wazirabad pic.twitter.com/cdpK022r05
ତାଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗୁଳିମାଡ଼ କରିଥିବା ଦୁର୍ବୃତ୍ତ ଜଣଙ୍କୁ ଗିରଫ କରାଯାଇଛି ।