ଓଡ଼େଶାରେ ଫାଇଟର ଜେଟ୍
Feb 25, 2022, 19:24 IST

ଓଡ଼ିଆ ଗସିପ ବ୍ୟୁରୋ; ଓଡ଼େଶାରେ ଫାଇଟର ଜେଟ୍। ୟୁକ୍ରେନର ଓଡ଼େଶାରେ ଦୁଇଟି ଫାଇଟର ଜେଟ୍ ଦେଖିବାକୁ ମିଳିଛି।
ଲୋକେ ସହରଛାଡ଼ି ଯିବାର ଦେଖିବାକୁ ମିଳିଛି। ଆଫଗାନିସ୍ଥାନରେ ଯେମିତି ପରିସ୍ଥିତି ଦେଖାଯାଇଥିଲା ଏବେ ସେହିପରି ଦେଖାଯାଇଥିଲା।
ସେପଟେ ୫ ଋଷିଅ ବିମାନ ଖସାଇବା ନେଇ ଦାବି କରିଛି ୟୁକ୍ରେନ ସେନା। ଏହା ସହ ଋଷର ଏକ ହେଲିକପ୍ଟରକୁ ଧ୍ଵଂସ କରିଛି।
ସେପଟେ ୟୁକ୍ରେନର ଏୟାରବେସ ଧ୍ଵଂସ କରିଦେଇଛି ଋଷିଆ। ସାମରିକ ଘାଟି ଏବଂ ଏୟାରବେସକୁ ଟାର୍ଗେଟ କରିଛି ଋଷ।