ଓଡ଼େଶାରେ ଫାଇଟର ଜେଟ୍

Fight

ଓଡ଼ିଆ ଗସିପ ବ୍ୟୁରୋ; ଓଡ଼େଶାରେ ଫାଇଟର ଜେଟ୍। ୟୁକ୍ରେନର ଓଡ଼େଶାରେ ଦୁଇଟି ଫାଇଟର ଜେଟ୍ ଦେଖିବାକୁ ମିଳିଛି।

ଲୋକେ ସହରଛାଡ଼ି ଯିବାର ଦେଖିବାକୁ ମିଳିଛି। ଆଫଗାନିସ୍ଥାନରେ ଯେମିତି ପରିସ୍ଥିତି ଦେଖାଯାଇଥିଲା ଏବେ ସେହିପରି ଦେଖାଯାଇଥିଲା।

ସେପଟେ ୫ ଋଷିଅ ବିମାନ ଖସାଇବା ନେଇ ଦାବି କରିଛି ୟୁକ୍ରେନ ସେନା। ଏହା ସହ ଋଷର ଏକ ହେଲିକପ୍ଟରକୁ ଧ୍ଵଂସ କରିଛି।

ସେପଟେ ୟୁକ୍ରେନର ଏୟାରବେସ ଧ୍ଵଂସ କରିଦେଇଛି ଋଷିଆ। ସାମରିକ ଘାଟି ଏବଂ ଏୟାରବେସକୁ ଟାର୍ଗେଟ କରିଛି ଋଷ।

Share this story

World Odia Language Conferene