୭୪ ବର୍ଷୀୟା ଶିକ୍ଷୟିତ୍ରୀଙ୍କ ଦେହ ଲାଳସା, ୧୪ ବର୍ଷର ଛାତ୍ରକୁ କରୁଥିଲେ ଯୌନ ଶୋଷଣ, କୋର୍ଟ ଦେଲା ୬୦୦ ବର୍ଷ କାରାଦଣ୍ଡ

74-year-old female teacher faces 600 years behind bars for sex assault on teen
୭୪ ବର୍ଷୀୟା ଶିକ୍ଷୟିତ୍ରୀଙ୍କ ଦେହ ଲାଳସା, ୧୪ ବର୍ଷର ଛାତ୍ରକୁ କରୁଥିଲେ ଯୌନ ଶୋଷଣ

ଓଡ଼ିଆ ଗସିପ୍ ବ୍ୟୁରୋ: ଆମେରିକାର ବିସ୍କୋଜିନ୍ ପ୍ରାନ୍ତରୁ ଏକ ଚକିତ କରିଦେବା ଭଳି ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ବୟସ୍କା ମହିଳା ଶିକ୍ଷୟିତ୍ରୀ ନିଜ ଛାତ୍ରମାନଙ୍କୁ ହିଁ ଯୌନ ଶୋଷଣ କରିଛନ୍ତି । ମହିଳା ଜଣକ ଥରେ ନୁହଁନ୍ତି ବହୁବାର ଏକ ୧୪ ବର୍ଷର ଛାତ୍ରକୁ ଯୌନ ଶୋଷଣ କରୁଥିଲେ ।

ସେ ସ୍କୁଲ ବିଲ୍ଡିଂର ତଳ ମହଲାକୁ ନେଇ ଛାତ୍ରକୁ ଯୌନ ନିର୍ଯ୍ୟାତନା ଦେଇଛନ୍ତି । ତେବେ ଏହି ଘଟଣାରେ କୋର୍ଟ ଏହି ୭୪ ବର୍ଷୀୟା ମହିଳାଙ୍କୁ ୬୦୦ ବର୍ଷ ଜେଲ୍ ଦଣ୍ଡ ସଜା ଶୁଣାଇଛନ୍ତି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ଏନି ଏନ ନେଲସନ କୋଚ୍ ନାମକ ଏହି ୭୪ ବର୍ଷୀୟା ମହିଳାଙ୍କୁ ୧୪ ବର୍ଷୀୟ ଛାତ୍ରଙ୍କୁ ୨୫ ଥର ଯୌନ ଶୋଷଣ କରିଥିବା ଅଭିଯୋଗରେ ଏହି ସଜା ଶୁଣାଯାଇଛି ।

ଅଧିକ ପଢନ୍ତୁ :- ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ମହିଳା ଜଣକ ତୋମାହର ଏକ ଘରୋଇ ସ୍କୁଲରେ ପଢାଇଥାନ୍ତି । ୨୦୧୬ -୧୭ ମସିହାରେ ମହିଳା ବହୁବାର ଛାତ୍ରଙ୍କୁ ଏପରି ଯୌନ ନିର୍ଯ୍ୟାତନା ଦେଇଥିଲେ । ଏହି ସମୟରେ ମହିଳାଙ୍କ ବୟସ ୬୭ ବର୍ଷ ହୋଇଥିଲା । ସବୁଠାରୁ ବଡ କଥା ଏହି ମାମଲାର ଶୁଣାଣୀ ମାତ୍ର ୩ ଦିନ ହୋଇଥିଲା । ଏହି ମାମଲାରେ କୋର୍ଟ ମାତ୍ର ୫ ଘଣ୍ଟାର ଶୁଣାଣୀ କରି ନିଷ୍ପତ୍ତି ଶୁଣାଇ ଦେଇଥିଲେ ।

ଅଧିକ ପଢନ୍ତୁ :- ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ତେବେ କୋର୍ଟ କହିଛନ୍ତି ଏହି ମାମଲାରେ ପୀଡିତ ବେଶ୍ ସାହାସୀ ଅଟନ୍ତି । ସେ କୋର୍ଟ ଆଗରେ ସବୁ ସତ ଖୋଲି କହିଦେଇଥିଲେ ଓ କୋର୍ଟ ତାଙ୍କ କଥାକୁ ବିଶ୍ୱାସ କରି ନେଇଥିଲେ ।

Share this story