ଶୋଇବା ସମୟରେ ତକିଆ ତଳେ ରସୁଣ ରଖନ୍ତୁ, ମିଳିଥାଏ ଚମତ୍କାରୀ ଲାଭ…

ଶୋଇବା ସମୟରେ ତକିଆ ତଳେ ରସୁଣ ରଖନ୍ତୁ, ମିଳିଥାଏ ଚମତ୍କାରୀ ଲାଭ…
ଶୋଇବା ସମୟରେ ତକିଆ ତଳେ ରସୁଣ ରଖନ୍ତୁ, ମିଳିଥାଏ ଚମତ୍କାରୀ ଲାଭ…

ସାଧାରଣତଃ ଏହା ଆମେ ସମସ୍ତେ ଜାଣିଥାଉ ଯେ ରସୁଣ ସ୍ବାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ । ଏହା ଖାଦ୍ୟକୁ ସ୍ବାଦିଷ୍ଟ କରିବା ସହ ଶରୀରର ଅନେକ ରୋଗରୁ ମଧ୍ୟ ମୁକ୍ତି ଦେଇଥାଏ ।

ହେଲେ କ’ଣ ଆପଣ ଏକଥା ଜାଣନ୍ତି ଯେ, ରସୁଣକୁ ତକିଆ ତଳେ ରଖି ଶୋଇବା ଦ୍ବାରା ଆମକୁ ଅଦ୍ଭୁତ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ତକିଆ ତଳେ ରସୁଣ ରଖି ଶୋଇଲେ ଆମର କ’ଣ ଉପକାର ହୋଇଥାଏ –

କିଛି ଲୋକଙ୍କୁ ରାତିରେ ଠିକ୍‌ ଭାବେ ନିଦ ହୋଇନଥାଏ । ରାତିରେ ନିଦ ନହେଲେ ଶରୀରରେ ଅନେକ ରୋଗ ଦେଖାଦିଏ । ତେଣୁ ସେମାନେ ରାତିରେ ଶୋଇବା ବେଳେ ତକିଆ ତଳେ ରସୁଣ ରଖି ଶୋଇଲେ ଲାଭ ମିଳିଥାଏ । ଏହାଦ୍ବାରା ଭଲ ନିଦ ହୋଇଥାଏ ।

ସେହିପରି ରାତିରେ ଶୋଇବା ପରେ ବିଭିନ୍ନ ପ୍ରକାର ଦୁଃସ୍ବପ୍ନ ଓ ବିଭ୍ରାନ୍ତିକର କଥା ମନକୁ ଆସିଥାଏ । ରସୁଣ ତକିଆ ତଳେ ରଖି ଶୋଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ପାଇ ପାରିବେ ।

Share this story