କେବଳ ସ୍ତନ ଯୁଗଳ ନୁହେଁ, ଶରୀରର ଏହି ଅଙ୍ଗ ସବୁ ବି ନାରୀକୁ କରିଥାଏ ଅଧିକ ରୋମାଞ୍ଚିତ ! ବିବାହିତାଙ୍କ ଭାଗ୍ୟ ବି ବଦଳାଇ ଦିଏ, ଜାଣନ୍ତୁ କଣ ସେ ସବୁ!

ପୁରୁଷକୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସୁନ୍ଦରୀ ନାରୀର ସୁଡ଼ୁଳ ବକ୍ଷ୍ୟୋଜ ଯେ ସବୁଠୁ ଅଧିକ ତାହା ତ ଆପଣ ଜାଣନ୍ତି! କିନ୍ତୁ ଜାଣନ୍ତି ରୂପବତୀ ନାରୀର ଯୌବନରେ ଭରା ମାଦକତା ଶରୀରକୁ ଅଧିକ ଲୋଭନୀୟ କରିଥାଏ ଶରୀରର ଏହି ସବୁ ଅଙ୍ଗ । ଜାଣନ୍ତୁ ଏହା କିପରି ଜଣେ ପୁରୁଷର ଭାଗ୍ୟକୁ ବି ଉଜ୍ଜ୍ୱଳ କରିଥାଏ ।

ଯୌନାଂଗ ଠୁ ବି ଆକାରରେ ଅଧିକ ଗଭିର ନାଭି: ଗଭୀର ନାଭି ଥିବା ନାରୀ । ଯେଉଁ ନାରୀର ନାଭି ବହୁତ ଗଭୀର ଥାଏ ସେମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜର ସ୍ଵାମୀ ପାଇଁ ବହୁତ ଭାଗ୍ୟବତୀ ଅଟନ୍ତି । ଏ ଭଳି ଝିଅକୁ ଯିଏ ବିବାହ କରେ ତାର ଜୀବନ ବହୁତ ଖୁସିରେ କେଟ । ଏମାନେ ନିଜ ସ୍ବାମୀଙ୍କୁ ବହୁତ ଭଲ ପାଆନ୍ତି ଓ ତାଙ୍କ ପାଇଁ କିଛି ବି କରି ପାରନ୍ତି ।

ଘଂଚ ଲମ୍ବା ବାଳ ବା କେଶ: ଯାହାର କେଶ ବହୁତ ଲମ୍ବା ସେମାନେ ସାକ୍ଷାତ ଲକ୍ଷ୍ମୀବନ୍ତ ବୋଲି କୁହାଯାଏ । ଯେଉଁ ନାରୀର ଲମ୍ବା ଓ ଘନ କେଶ ଥାଏ ସେହି ନାରୀ ନିଜ ସ୍ବାମୀଙ୍କ ପାଇଁ ବହୁତ ଭାଗ୍ୟଶାଳୀ ଅଟନ୍ତି । ଏମାନେ ଆସିବା ପରେ ତାଙ୍କ ସ୍ବାମୀଙ୍କର ଖୁବ ଉନ୍ନତି ହୋଇଥାଏ ।

ବୃହତତର ନୟନ ବା ବଡ଼ ଆଖି: ଯେଉଁ ମହିଳା ମାନଙ୍କ ଆଖି ବଡ଼ ହୋଇଥାଏ ସେମାନେ ବିଶ୍ୱାସ ପ୍ରିୟ ହୋଇଥାନ୍ତି । ଏମାନଙ୍କୁ ଆପଣ ବିନା ଦ୍ବିଧାରେରେ ବିଶ୍ୱାସ କରିପାରିବେ ।

Share this story