ଏହି ୩ଗୋଟି ଭୁଲ କାରଣରୁ ଛୁଆ ଜନ୍ମ କରିବାର ଶକ୍ତି ହରାଇ ଚାଲିଛନ୍ତି ପୁରୁଷ ମାନେ, ପୁଅମାନେ ଥରେ ନିଶ୍ଚୟ ପଢନ୍ତୁ!

ଏହି ୩ଗୋଟି ଭୁଲ କାରଣରୁ ଛୁଆ ଜନ୍ମ କରିବାର ଶକ୍ତି ହରାଇ ଚାଲିଛନ୍ତି ପୁରୁଷ ମାନେ, ପୁଅମାନେ ଥରେ ନିଶ୍ଚୟ ପଢନ୍ତୁ!
ଏହି ୩ଗୋଟି ଭୁଲ କାରଣରୁ ଛୁଆ ଜନ୍ମ କରିବାର ଶକ୍ତି ହରାଇ ଚାଲିଛନ୍ତି ପୁରୁଷ ମାନେ, ପୁଅମାନେ ଥରେ ନିଶ୍ଚୟ ପଢନ୍ତୁ!

ଅନେକ ପୁରୁଷଙ୍କର ଶରୀର କମଜୋର ହେଇଥାଏ ଏବଂ ପିତା ହେବାକୁ ସେମାନେ ଅକ୍ଷମ ହେଇଥାନ୍ତି । କିଛି ଏପରି ଖରାପ ଗୁଣକୁ ନେଇ ପୁରୁଷଙ୍କ କ୍ଷେତ୍ରରେ ଏହି ସମସ୍ୟା ଦେଖିବାକୁ ମିଳିଥାଏ ।

୧- ସର୍ବଦା ଦୁଶ୍ଚିନ୍ତାରେ ରହିବା ଶରୀର ପାଁଇ ହାନିକାରକ ହେଇଥାଏ । ଏହା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡିଥାଏ । ଯାହା ଦ୍ୱାରା ଶରୀରର ହର୍ମୋନ ଈଂବାଲାନ୍ସ ହେଇଥାଏ । ଏବଂ ପୁରୁଷଙ୍କର ସ୍ପରମ କମିଯାଇଥାଏ ।

୨- ଆଜିକା ସମୟରେ ଅଧିକାଂଶ ପୁରୁଷ ନିଶା କରିବାରେ ଅଭ୍ୟସ୍ତ ରହିଥାନ୍ତି । ଅନେକ ଯୁବପିଢ଼ି ଏପରି ନିଶାରେ ଅଭ୍ୟସ୍ତ ରହିବା କାରଣରୁ ଏହା ତାଙ୍କ ଶରୀର ପାଁଇ ହାନିକାରକ ହେଇଥାଏ ଓ ପୁରୁଷଙ୍କର ଏପରି କି ଶୂକ୍ରାଣୁରେ ମଧ୍ୟ କମି ଆସିଯାଇଥାଏ । ପୁରୁଷମାନେ ପିତା ହେବାର ସୌଭାଗ୍ୟ ହରାଇଥାନ୍ତି ।

୩- ପୁରୁଷମାନେ ଅଧିକ ଗରମ ଜିନିଷ ସମ୍ପର୍କରେ ଆସିବା ଉଚିତ ନୁହେଁ, ଯେପରି ଯେପରି ଗରମ ପାଣିରେ ଗାଧୋଇବା ଉଚିତ ନୁହେଁ । କିଛି ଲୋକେ ଜଙ୍ଘରେ ଲ୍ୟାପଟପ ରଖିବାର ଦେଖିବାକୁ ମିଳିଥାଏ । ଏହା ଦ୍ୱାରା ମଧ୍ୟ ପୁରୁଷଙ୍କର ଶୂକ୍ରାଣୁରେ କମି ଆସିଥାଏ ।

Share this story