ସେକ୍ସି ଲିପ୍ସ ପାଇଁ ଆପଣାନ୍ତୁ ଏହି ଟିପ୍ସ

ସେକ୍ସି ଲିପ୍ସ ପାଇଁ ଆପଣାନ୍ତୁ ଏହି ଟିପ୍ସ
ସେକ୍ସି ଲିପ୍ସ ପାଇଁ ଆପଣାନ୍ତୁ ଏହି ଟିପ୍ସ

ଓଡ଼ିଆ ଗସିପ୍ ବ୍ୟୁରୋ: ସୁନ୍ଦର ଓ ସେକ୍ସି ଓଠ କାହାକୁ ବା ପସନ୍ଦ ନାହିଁ ! ସବୁ ସୁନ୍ଦରୀ ଚାହାନ୍ତି ସେମନେ ସେକ୍ସି ଦିଶିବା ସେମାନଙ୍କ ଓଠକୁ ଆକର୍ଷଣୀୟ ଲାଗୁ । ଏମିତିରେ ଯେକୌଣସି ବ୍ୟକ୍ତିଙ୍କ ଚେହେରା ଏକ ଖୋଲା ବହି ରହିଥାଏ। ଏହା ମହିଳାଙ୍କ ସ୍ୱଭାବ ବିଷୟରେ ସମସ୍ତ ରାଜ୍ ଖୋଲିଥାଏ। ସମୁଦ୍ର ଶାସ୍ତ୍ର ଅନୁୟାୟୀ, ମହିଳାଙ୍କ ଶରୀରର ପ୍ରତ୍ୟୋକ ଅଙ୍ଗ ତାଙ୍କ ସ୍ୱାଭାବ ବିଷୟରେ କହିଥାଏ। ଯଦି ତାଙ୍କ ଓଠ ବିଷୟରେ କହିବାକୁ ଯାଉଛ ଏହା ତାଙ୍କ ବ୍ୟକ୍ତିତ୍ୱ ବିଷୟରେ କହିଥାଏ। ଆଜ୍ଞା ହଁ, ଆପଣଙ୍କ ପ୍ରେମୀକା ବା ପତ୍ନୀଙ୍କ ଓଠର ରଙ୍ଗ ଏବଂ ଗଠନ ତାଙ୍କ ସ୍ବାଭାବ ବିଷୟରେ କହିଥାଏ।

ସେକ୍ସି ଲିପ୍ସ ପାଇଁ ଆପଣାନ୍ତୁ ଏହି ଟିପ୍ସ

ସେପଟେ ଆପଣ ଯଦି ସୁନ୍ଦର ଓଠ ପାଇଁ ଚିନ୍ତା କରୁଛନ୍ତି ତେବେ ଏହି ଟିପ୍ସ ଆପଣାନ୍ତୁ

  • ଦେଶୀ ଘିଅରେ ଥିବା ପୋଷକ ତତ୍ତ୍ୱ ଓ ଗୁଣ ଓଠକୁ ପ୍ରାକୃତିକ ଉପାୟରେ ଗୋଲାପି କରିଥାଏ। ନିୟମିତ ରାତିରେ ଶୋଇବା ପୂର୍ବରୁ ୩ ରୁ ୫ ମିନିଟ ଦେଶୀ ଘିଅରେ ଓଠକୁ ମାଲିସ କରିବା ଦ୍ୱାରା ଓଠ ଗୋଲାପି ହୋଇଥାଏ।
  • କୋମଳ ଓ ଓଠ ଫଟା ମଧ୍ୟ କମ ହୋଇଥାଏ।
  • ଚିନି ଓ ଲେମ୍ବୁ – ଲେମ୍ବୁ ରସରେ ଚିନି ମିଶାଇ ଏହି ମିଶ୍ରଣକୁ ଓଠରେ ଲଗାଇଲେ ଏହା ବହୁ ଉପକାରୀ ହୋଉଥାଏ। ନିୟମିତ ଏକ ମାସ ଲଗାଇଲେ ଓଠର ରଙ୍ଗ ଗୋଳାପି ହୋଇଯାଏ।
  • ବିଟ୍‍ର ରସ – ବିଟ୍‍କୁ ପେଷି (ଗ୍ରାଇଣ୍ଡିଙ୍ଗ୍‍ ) କରି ଏହାର ରସକୁ ନିୟମିତ ଏକ ମାସ ଲଗାଇଲେ ମଧ୍ୟ ଓଠର ରଙ୍ଗ ସଂପୂର୍ଣ୍ଣ ଗୋଲାପି ହୋଇଯାଏ।
  • ଗ୍ଲିସରିନ୍‍ – ଓଠର ଯତ୍ନ ନେବା ନିମନ୍ତେ ଗ୍ଲିସରିନ୍‍ ଓ ଲେମ୍ବୁକୁ ଭଲ ଭାବେ ମିଶ୍ରଣ କରି ଏହାକୁ ନିୟମିତ ଲଗାଇଲେ ଓଠର ରଙ୍ଗରେ ବହୁ ପରିବର୍ତ୍ତନ ହୋଇଥାଏ। ବହୁ ଶ୍ରୀଘ୍ର ଓଠର ରଙ୍ଗ ଗୋଲାପି ମଧ୍ୟ ହୋଇଥାଏ।

ଏବେ ଆସନ୍ତୁ ଓଠ ସହ ଜଡ଼ିତ କିଛି କଥା ଜାଣିବା…..

କଳା ଓଠ

ଯେଉଁ ମହିଳାଙ୍କ ଓଠର ରଙ୍ଗ କଳା ହୋଇଥାଏ ସେମାନେ ପାଠପଢ଼ାରେ ବହୁତ ଭଲ ହୋଇଥାନ୍ତି। ମିଠା ସ୍ବାଭାବ ରହିଥିବା ଯୋଗୁଁ ଏମାନଙ୍କର ସମସ୍ତେ ଦିୱାନା ହୋଇଥାନ୍ତି। ନିଜ ସାଥିଙ୍କୁ ଖୁସି କିପରି ରଖିବେ ତାହା ଏମାନଙ୍କୁ ଖୁବ ଭଲ ଭାବେ ଜଣା।

ଗୋଲାପି ଓଠ

ଗୋଲାପି ଓଠ ଥିବା ମହିଳାଙ୍କ ସ୍ବାଭାବରେ ବୁଦ୍ଧିମାନ ଏବଂ ବିଶ୍ବାସନୀୟ ହୋଇଥାନ୍ତି। ଏମାନେ ଅହଂକାରୀ ହୋଇଥିଲେ ମଧ୍ୟ ନିଜ ସଂପର୍କକୁ ନେଇ କେବେ ଅହଂକାର କରି ନଥାନ୍ତି।

ନାଲି ଓଠ

ନାଲି ଓଠ ମହିଳା ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କୁ ନିଜ ଜୀବନସାଥିଙ୍କ ଠାରୁ ସମସ୍ତ ପ୍ରକାରର ସୂଖ ମିଳିଥାଏ। ଏପରିକି ଏମାନେ ଜୀବନରେ ଯାହା ଚାହିଁଥାନ୍ତି ତାଙ୍କୁ ତାହା ମିଳିଥାଏ।

ପତଳା ଓଠ

ପତଳା ଓଠ ଥିବା ବ୍ୟକ୍ତି ନିଜ ସାଥି ଏବଂ ପରିବାରକୁ ଅତ୍ୟଧିକ ଭଲପାଇବା ଦେଇଥାନ୍ତି । ଏହି ମହିଳା ନିଜ ସାଥିଙ୍କୁ କୌଣସି ଅସୁବିଧାରେ ଏକୁଟିଆ ଛାଡ଼ି ଯାଆନ୍ତି ନାହିଁ।

ମୋଟା ଓଠ

ଯେଉଁ ମହିଳାଙ୍କ ଓଠ ମୋଟା ରହିଥାଏ ସେମାନେ କଥାକଥାରେ କଳି କରିଥାନ୍ତି। ଏଥିପାଇଁ ଏମାନଙ୍କର ତାଙ୍କ ସାଥିଙ୍କ ସହ ଭଲ ପଡ଼ିନଥାଏ । ଏଥିସହ କାହା ସହ ମିଶିବା ପାଇଁ ମଧ୍ୟ ଏମାନଙ୍କୁ ବହୁତ ସମୟ ଲାଗିଥାଏ।

ଫୁଲିଥିବା ଓଠ

ମନ୍ଦଚିନ୍ତାଧାରା, ଭୟବିତ, ହିନ ଭାବନାଗସ୍ତ ହୋଇଥାନ୍ତି ଫୁଲିଥିବା ଓଠ ମହିଳା। ପରିବାର ଲୋକ ଏମାନଙ୍କୁ ନେଇ ଅଧିକ ଚିନ୍ତିତ ରହିଥାନ୍ତି। ଟଙ୍କା ଥାଇ ମଧ୍ୟ ତାହାର ସଠିକ୍ ବ୍ୟବହାର କରିପାରନ୍ତି ନାହିଁ ଏହି ମହିଳା।

Share this story