ଦୁର୍ବଳ ‘ଲିଙ୍ଗ’; ଏହାର କାରଣ ଓ ଉପଚାର, ମନେ ରଖନ୍ତୁ ଏହି ସବୁ କଥା
ଓଡ଼ିଆ ଗସିପ୍ ବ୍ୟୁରୋ: ନିଜ ଲିଙ୍ଗର ଆକାର ଓ ସମ୍ଭୋଗ କ୍ଷମତାକୁ ନେଇ ଚିନ୍ତିତ କି? ନା କାହାକୁ କହିପାରୁଛନ୍ତି ନା କାହାର ପରାମର୍ଶ ନେଇ ପାରୁନାହାନ୍ତି କି? ତେବେ ଆପଣ ପ୍ରଥମେ ଜାଣିରଖନ୍ତୁ କେତୋଟି ଗୁରୁତ୍ୱପୂର୍ଣ୍ଣ କଥା । ପ୍ରଥମେ ଆପଣଙ୍କୁ ଆପଣଙ୍କ ମନରେ ଡରକୁ ନ ରଖି ସାହାସ ଦେଖାନ୍ତୁ ଏବଂ ବନ୍ଧୁ କିମ୍ବା ଯାହାକୁ ଆପଣ ମନ କଥା ଖୋଲି କହିପାରନ୍ତି ସେମାନଙ୍କର ସହଯୋଗ ଲୋଡ଼ି ପାରନ୍ତି ତାଙ୍କୁ ସବୁ କଥା କହିଦିଅନ୍ତୁ । ଦ୍ୱିତୀୟରେ ଯଦି କୌଣସି ଗୁପ୍ତରୋଗ ବିଶେଷଜ୍ଞ (ଡାକ୍ତର)ଙ୍କ ପରାମର୍ଶ ନେଇପାରିବେ ତେବେ ଏହା ଆପଣଙ୍କ ପାଇଁ ବୁଦ୍ଧିମତାର ପରିଚାୟକ ହେବ । ତୃତୀୟରେ ଆପଣ ଯଦି ପାର୍ଟନର ବାଛି ସାରିଛନ୍ତି ଏବଂ ତାଙ୍କୁ ମନ ଖୋଲି କହିପାରୁନାହାନ୍ତି ତେବେ ତାଙ୍କର ସହଯୋଗ ମଧ୍ୟ ନେଇପାରିବେ ।
ଆପଣ ଯଦି ଅବିବାହିତ ତେବେ ସାଥୀଙ୍କୁ ସେକ୍ସ ପାଇଁ ରାଜି କରାନ୍ତୁ ଏବଂ ସେକ୍ସ କଲା ବେଳେ ଯେଉଁ ସମସ୍ୟା ଆପଣ ଭୋଗୁଛନ୍ତି ତାହା ତାଙ୍କୁ ବୁଝାଇ ଦିଅନ୍ତୁ, ସେ ଯଦି କେବଳ ଆପଣଙ୍କ ଦେହକୁ ଚାହୁଁଥିବ ତେବେ ହୁଏତ ସାଥ୍ ନ ଦେଇ ପାରନ୍ତି କିନ୍ତୁ ଯଦି ଆପଣଙ୍କୁ ମନରୁ ଭଲ ପାଉଥିବେ ତେବେ ଆପଣଙ୍କ ଶାରୀରିକ ସମସ୍ୟା ଜାଣିବା ପରେ ସେ ନିଜେ ଏହାର ସମାଧାନ ପାଇଁ ପ୍ରୟାସ କରିବେ ।ଆପଣ ଚାହିଁଲେ ପରିବାର ସହ ଏହି କଥା ଭଲ ଭାବେ ବୁଝାଇ ପାରିବେ ଦେଖିବେ ସେମାନେ ମଧ୍ୟ ଆପଣଙ୍କୁ ଠିକ୍ ବୁଝିବେ ଏବଂ ଆପଣଙ୍କ ଶାରୀରିକ ସମସ୍ୟାର ଯତ୍ନ ନେବାର ତରିକା ବତାଇବେ ।
ଏବେ ଆସନ୍ତୁ ଜାଣିବା କାହିଁକି ଏତେ ସବୁ ସମସ୍ୟା ଦେଖାଦିଏ ନିଜ ଯୌନ ଜୀବନକୁ ନେଇ ଯେଉଁଥିପାଇଁ ଆମେ ଏତେ ଭୟଭିତ ଏବଂ ଲଜ୍ଜିତ ଅନୁଭବ କରିଥାନ୍ତି । ଏହି ଆଲେଖ୍ୟକୁ ଶେଷ ଯାଏ ଧ୍ୟାନର ସହ ପଢିବାକୁ ଅନୁରୋଧ । ଉଦାହରଣ ସ୍ୱରୂପ ଜଣେ ଯୁବକ ନିଜ ଯୁବା ବୟସ ଅର୍ଥାତ ଯେବେ ଠାରୁ ତାର କୈଶର ଅବସ୍ଥା ଆସେ ଲିଙ୍ଗର ଆକାର ଓ ସମ୍ଭୋଗ କରିବାର ଶକ୍ତି ଉତ୍ପନ ହୁଏ ସେତେବେଳେ ସେ ନିଜ ଅଜାଣତରେ ଲିଙ୍ଗକୁ ନିଜ ହାତରେ ଘର୍ଷଣ କରିଥାଏ ଯାହାକୁ ଆମେ ହସ୍ତ ମୈଥୁନ କହିଥାଉ । ଏହା ଏକ ସ୍ୱାଭାବିକ ପ୍ରକ୍ରିୟା ଅଟେ ପ୍ରତି କୈଶର, ଯୁବକ ଏପରିକି ପ୍ରାପ୍ତ ବୟସ୍କ ଏବଂ ବୃଦ୍ଧମାନେ ମଧ୍ୟ ସମୟେ ସମୟେ ହସ୍ତ ମୈଥୁନର ସହାୟ ନିଅନ୍ତି ।
ଏସବୁର କାରଣ କାମଶକ୍ତି ଅଧିକ ମାତ୍ରାରେ ଜାଗ୍ରତ ହେଲେ ନିଜକୁ ନିୟନ୍ତ୍ରଣ କରି ନ ପାରି ଲିଙ୍ଗକୁ ହଲାଇ ବୀର୍ଯ୍ୟକୁ ବାହାର କରି ଦେଉଥାଉ । ଧିର ଧିରେ ସମୟ ବିତିବା ସହ ବୟସ ମଧ୍ୟ ବଢ଼େ ଏବଂ ବୟସ ବଢ଼ିବା ସହ ଯୁବତୀ ଏପରିକି ନିଜ ବୟସଠୁ ବଡ଼ ଏବଂ ବିବାହିତ ମହିଳାଙ୍କୁ ସେକ୍ସ କରିବାର ଆଗ୍ରହ ବଢ଼ିଥାଏ । କେତେକ ଝିଅ ପଟେଇବାରେ ଉତ୍ସାଦ ଥାଆନ୍ତି ଯେଉଁମାନେ ପ୍ରାକୃତିକ ଉପାୟରେ ସେକ୍ସ କରନ୍ତି ସେମାନେ ନିଜ ଯୌନ ଜୀବନକୁ ଉପଭୋଗ କରନ୍ତି ଏବଂ ଯେଉଁମାନେ ସମ୍ଭୋଗ ସୁଖ ପାଇବା ପାଇଁ ଯୁବତୀ କିମ୍ବା ବିବାହିତ ମହିଳା ନ ପାଇଥାନ୍ତି ସେମାନେ ବାଧ୍ୟ ହୋଇ ଆପନା ହାଥ୍ ଜଗନ୍ନାଥ ବା ହସ୍ତ ମୈଥୁନ କରନ୍ତି । କିଛି ସେକେଣ୍ଡ ପାଇଁ ସେମାନଙ୍କୁ ଖୁବ୍ ଆନନ୍ଦ ମିଳେ ସତ କିନ୍ତୁ ସାରା ଜୀବନ ପାଇଁ ନିଜ ବହୁମୂଲ୍ୟ ଧାତୁକୁ ନିଜ ଜାଣତରେ ହେଉ ଅବା ଅଜାଣତରେ କ୍ଷୟ କରିଦିଅନ୍ତି ।
ଯେବେ ବିହାବ ବୟସ ଉପନିତ ହୁଏ ଅର୍ଥାତ ବିବାହ ସମୟ ଆସିଲେ ଝିଅ ଖୋଜା ପଡ଼େ ଏବଂ ସେତେବେଳେ ପୁଅଟିଏ ନିଜ ଶାରୀରିକ କ୍ଷମତାକୁ ନେଇ ଚିନ୍ତା ପ୍ରକଟ କରେ ଏବଂ ନିଜ ମନରେ ଭୟ ଜାଗ୍ରତ କରାଏ । ନିଜେ ନିଜକୁ ପ୍ରଶ୍ନ କରେ ମୁଁ ଯଦି ବାହା ହୁଏ ଏବଂ ନିଜ ସ୍ତ୍ରୀକୁ ଶାରୀରିକ ସୁଖ ନ ଦେଇପାରେ ତେବେ କଣ ହେବ ? ସେ ଯଦି ମୋତେ ଛାଡ଼ି ଚାଲିଯାଆନ୍ତି ତେବେ ସମାଜରେ ସଂପୃକ୍ତ ଯୁବକଙ୍କ କି ଅବସ୍ଥା ହେବ ? ଏମିତି ଅନେକ ପ୍ରଶ୍ନ ଉତ୍ତର କିନ୍ତୁ ରହିଛି ଜଣେ ଅଭିଜ୍ଞ ଡାକ୍ତର ଯାହାଙ୍କ ପରାମର୍ଶ ନେଲେ ଆପଣ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ । କିନ୍ତୁ ହଁ ଆମେ ଆପଣଙ୍କ ସୁସ୍ଥ ଜୀବନ ଯାପନ ପାଇଁ କିଛି ହିତୋପଦେଶ ଦେଉଛୁ ଆଉ ଆଶା କରୁଛୁ ଆପଣ ଏହାକୁ ନିୟମିତ ପାଳନ କଲେ ଆପଣ ନିଜ ଯୁବ ସୁଲଭ ଚେହେରା ପାଇବା ସହ ବୀର୍ଯ୍ୟବାନ ହେବେ ଏବଂ ପ୍ରତିଟି ନାରୀକୁ ଆକର୍ଷିତ କରିବାରେ ସାମର୍ଥ୍ୟ ହେବେ ।
-
ଯୁବବର୍ଗଙ୍କ ମଧ୍ୟରେ କାମନା ଇଚ୍ଛା ଅଧିକ ବୃଦ୍ଧି ପାଇଛି
-
ଦୈନିକ ସେମାନେ ଝିଅଙ୍କ ତୁଳନାରେ 90 ପ୍ରତିଶତ ଥର କେବଳ ସମ୍ଭୋଗ କଥା ଚିନ୍ତା କରନ୍ତି
-
କାମନା ଇଚ୍ଛାକୁ ଆୟତ କରି ନ ପାରି ସେମାନେ ହସ୍ତ ମୌଥୁନର ସାହାଯ୍ୟ ନିଅନ୍ତୁ
-
ଏହି ହସ୍ତ ମୈଥୁନ କାରଣରୁ ଲିଙ୍ଗ ଦୁର୍ବଳ ହୋଇପଡ଼େ
