ଜାଣିବା ଜରୁରୀ: ଶାରୀରିକ ସମ୍ବନ୍ଧ ବେଳେ କଣ୍ଡୋମ ବ୍ୟବହାରର ସାଇଡ ଇଫେକ୍ଟ

ଜାଣିବା ଜରୁରୀ: ଶାରୀରିକ ସମ୍ବନ୍ଧ ବେଳେ କଣ୍ଡୋମ ବ୍ୟବହାରର ସାଇଡ ଇଫେକ୍ଟ
ଜାଣିବା ଜରୁରୀ: ଶାରୀରିକ ସମ୍ବନ୍ଧ ବେଳେ କଣ୍ଡୋମ ବ୍ୟବହାରର ସାଇଡ ଇଫେକ୍ଟ

ଓଡ଼ିଆ ଗସିପ୍ ବ୍ୟୁରୋ : ନିଜ ପାର୍ଟନରଙ୍କ ସହ ସମ୍ବନ୍ଧ ରଖିବା ବେଳେ  ଆପଣ ଅଧିକ ମାତ୍ରାରେ କଣ୍ଡୋମ ବ୍ୟବହାର କରୁଛନ୍ତି କି? ଉତ୍ତର ଯଦି ହଁ ତେବେ ଆପଣଙ୍କ ପାଇଁ ଏହି ଆଲେଖ୍ୟ କାମରେ ଆସିବ । ଯଦି ଆପଣଙ୍କ ଉତ୍ତର ନା ଏବଂ ଆପଣ ଆଗକୁ ଏପରି ଟ୍ରାଏ କରିବାକୁ ଚିନ୍ତା କରୁଥିବେ ତେବେ ଆପଣଙ୍କ ପାଇଁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

ଆପଣ ଜାଣନ୍ତି ସପ୍ତାହକୁ ଥରେ କିମ୍ବା ଦୁଇ ଥର କଣ୍ଡୋମ ବ୍ୟବହାର କରି ସେକ୍ସ କଲେ ଆପଣଙ୍କ ପାର୍ଟନରଙ୍କ ପ୍ରାଇଭେଟ୍ ପାର୍ଟ ଶୁଷ୍କ ହୋଇଯିବାର ସମ୍ଭାବନା ଅଧିକ ରହିଥାଏ । କେବଳ ସେତିକି ନୁହେଁ ଅନେକଙ୍କ ମତରେ କଣ୍ଡୋମ ବ୍ୟବହାର କରି ଯୌନ ସମ୍ବନ୍ଧ ରଖିଲେ ଇନଫେକ୍ସନ ଆଶଙ୍କା ବଢ଼ିଥାଏ । ଅବଶ୍ୟ ଯୌନକ୍ରିୟା ବେଳେ କଣ୍ଡୋମ ବ୍ୟବାହର ନେଇ ଅନେକ ସଚେତନତା କରାଯାଉଛି । ବିଭିନ୍ନ ପ୍ରକାର ଏସଟିଡି, ଅବାଞ୍ଚିତ ଗର୍ଭଧାରଣରୁ ରକ୍ଷା ପାଇବା ପାଇଁ ଏଭଳି ସଚେତନତା କରାଯାଇଥାଏ ।

ଅନେକ କୁହନ୍ତି ଯୌନ ସମ୍ପର୍କ ସ୍ଥାପନ ବେଳେ ଅଧିକ ତୈଳ ଯୁକ୍ତ କଣ୍ଡୋମ ବ୍ୟବହାର ଦ୍ୱାରା ମହିଳାଙ୍କ ଗୁପ୍ତାଙ୍ଗରେ ଜ୍ୱଳନ ଭଳି ସମସ୍ୟା ଦେଖାଦେଇଥାଏ । ଏପରିକି ସେମାନଙ୍କ ମାସିକ ଋତୁସ୍ରାବରେ ମଧ୍ୟ ସମସ୍ୟା ଉତ୍ପନ ହୋଇଥାଏ ।

Share this story

World Odia Language Conferene