ତନ ମନ ଯୌବନ ନିୟନ୍ତ୍ରଣ କରି ନ ପାରି କାନ୍ଥରେ ଏମିତି ଘଷିହେଲେ ଲଭ୍ ବାର୍ଡ, ତାହା ପୁଣି କଟକର ଏହି ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଭିତରେ, ଦେଖନ୍ତୁ ଭାଇରାଲ ଭିଡ଼ିଓ...

ଓଡ଼ିଆ ଗସିପ ବ୍ୟୁରୋ : ବୟସ ଯେବେ ଅଠର ଡେଇଁ ଉଣେଶି ହୁଏ ସେତେବେଳେ ମନ ଭିତରେ କିଛି କିଛି ହୁଏ । କିଛି କରିବାକୁ ମନ କୁହେ ଯଦି ସେ ପୁଅ ତେବେ ଝିଅ ପ୍ରତି ଲାଳାୟିତ ହୁଏ ଏବଂ ଯଦି ଝିଅ ତେବେ ସେ ପୁଅ ପ୍ରତି ଆକର୍ଷିତ ହୁଏ । ଏହି ସୃଷ୍ଟିର ସର୍ଜନା ବିପରୀତ ଲିଙ୍ଗ ପ୍ରତି ଜଣେ ଆର ଜଣକୁ ନିଜର ଭାବି ତାକୁ ସର୍ବସ୍ବ ଦେଇ ଦେବାରେ କାଣିଚାଏ ବି କଞ୍ଜୁସ କରନ୍ତି ନାହିଁ ।
ଯୌବନ ଯେବେ ଆସେ ସବୁ ଲାଜ ସରମ କୁ କବର ଦେଇ ଆସେ । କାହିଁକି ନା ଏଠି ମନ ଉଡିବାକୁ ଚାହେଁ, ଜଳୁଥିବା ନିଆଁକୁ ଲିଭାଇବାକୁ ପାଣି ନୁହଁ ଆଉ କାହାର ଗରମ ଛାତି ଲୋଡା ପଡ଼େ ଠିକ୍ ଯେମିତି କଟକର ଏକ ବିଶ୍ବବିଦ୍ୟାଳୟର ଗୋଟିଏ ପ୍ରେମୀ ଯୁଗଳ ନିଜ ନିଜ ଭିତରେ କୁହୁଁଲୁ ଥିବା ନିଆଁକୁ ପ୍ରଶମିତ କରିବା ପାଇଁ ଏକାଠି ହୁଅନ୍ତି ଆଉ ସର୍ବସ୍ବ ଦେଇସାରି ଭାଇରାଲ୍ ହୁଅନ୍ତୁ । ଠିକ୍ ଏହି ଭାଇରଲ୍ ଭିଡ଼ିଓ ଭଳି...
ଆହୁରି ପଢ଼ନ୍ତୁ : କେବଳ ଜୀବନ୍ତ ମହିଳା ନୁହେଁ, ମୃତ ଶରୀର ସହିତ ମଧ୍ୟ ସମ୍ବନ୍ଧ ରଖନ୍ତି ଏହି ଆଗୋରୀ ବାବା! କାରଣ ବହୁତ ଅଜବ...
ଏହି ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣା ପଡୁଛି ଯେ, ଜଣେ ପୁଅ ଆଉ ଜଣେ ଝିଅ କେମିତି ପ୍ରେମରେ ମାସଗୁଲ ଅଛନ୍ତି । ମୁହାଁ ମୁହିଁ ହୋଇ ଦୁହେଁ ପ୍ରେମ ସାଗରରେ ବୁଡି ଯିବାକୁ ଲମ୍ଫ ଦେଉଛନ୍ତି । ଆନମନା ଭାବନା ସାଙ୍ଗକୁ... ଅନାମିକା ନାୟିକା ତ ନୁହେଁ କଟକିଆ ପ୍ରେମିକା ସହ ଅନ୍ତରଙ୍ଗ ହେଉଛି କଳା ଟୋପି ପିନ୍ଧା ଯୁବକ ।
କେବେ ସେ କିସ୍ କରୁଛି, କେବେ ପୁଣି ଟଚ୍ କରୁଛି । ଆଉ କେବେ ତ ନିଜ ପ୍ରେମିକାକୁ ସେଇ ସୁଖ ଦେଉଛି ଯାହା ତାକୁ ଲୋଡା ହୁଏ । ଏ ଲୋଡା ସବୁ ରାତିରେ ଦରକାର ହୁଏ ଏବେ କିନ୍ତୁ ଉଦୁଉଦିଆ ଖରାବେଳେ ତା ପୁଣି ଖୋଲା ମେଲା ଜାଗାରେ । ଆଉ ଥରେ ଆଖି ପୁରେଇ ଭିଡ଼ିଓ ଦେଖନ୍ତୁ, ଏମାନେ କିଏ ସେ ବିଷୟରେ ବି ଶୁଣନ୍ତୁ...
ଦେଖନ୍ତୁ ଭିଡ଼ିଓ :
Shame on love birds! Getting intimate inside University campus. Officials should take stringent action against them. pic.twitter.com/1MTS1ufaaH
— santosh kumar jagdev (@santjagdev) March 7, 2023
ମିଳିଥିବା ଖବର ଅନୁସାରେ ଭାଇରାଲ ହେଉଥିବା ଏହି ଭିଡିଓ କଟକର ଏକ କିମ୍ବଦନ୍ତୀ ଶିକ୍ଷା ଅନୁଷ୍ଠାନରେ । ଏହି ଶିକ୍ଷାନୁଷ୍ଠାନ ଏବେ କିଛି ଏମିତି କାମ ପାଇଁ ବଦନାମ ହେଉଛି ଯାହାକୁ ନେଇ ଆଲୋଚନା କଲା ବେଳେ ହିଁ ଲାଜ ଲାଗୁଛି । କିନ୍ତୁ ଏଠି ଲାଜ ସରମ ବୋଲି ଆଉ କିଛି ନାହିଁ, ଏଠି ସବୁ ଖୋଲା ମେଲା ରେ ଚାଲିଛି । ଯଦି ଏହା କେଉଁଠି ଜାଣି ପାରୁଛନ୍ତି ତେବେ କମେଣ୍ଟ କରନ୍ତୁ ।