ଆପତ୍ତିଜନକ ସ୍ଥିତିରେ ବୋହୂ ସହ ଶଶୁର କରୁଥିଲା ଖରାପ କାମ, ହଠାତ କବାଟ ଖୋଲି ଦେଖିଦେଲା ପୁଅ, ଆଉ ତା ପରେ…

Son lost his temper after seeing his wife with father in bed
ବୋହୂ ସହ ଶଶୁର କରୁଥିଲା ଖରାପ କାମ, ହଠାତ କବାଟ ଖୋଲି ଦେଖିଦେଲା ପୁଅ, ଆଉ ତା ପରେ…

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲି କିଛି ଲୋକଙ୍କ ପାଇଁ ସମ୍ପର୍କରେ କଳଙ୍କ ଲାଗୁଛି । କେଉଁଠି ବାପ-ଝିଅ ନାଁରେ ତ ଆଉ କେଉଁଠି ମା-ପୁଅ ନାଁରେ କଳଙ୍କ ଲାଗୁଛି । ଏହାରି ମଧ୍ୟରେ ଉତ୍ତରପ୍ରଦେଶ ଅମରୋହରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜଣେ ପୁଅ ନିଜ ପିତା ଓ ପତ୍ନୀଙ୍କୁ ଆପତ୍ତିଜନକ ସ୍ଥିତି ଧରିଥିଲା । ଏହା ପରେ ବାପ-ପୁଅଙ୍କ ମଧ୍ୟରେ ଜୋରଦାର ମାରପିଟ ହୋଇଥିଲା । ପୁଅ ନିଜ ପିତାଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୋଲିସ ଯାଞ୍ଚ କରୁଛି ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ତେବେ ଏହି ମାମଲା ସାଦାନ ଥାନା ଅନ୍ତର୍ଗତ ଏକ ଗାଁରେ ଘଟିଛି । ସେଠାରେ ରହୁଥିବା ଜଣେ ଯୁବକ ସାଉଦ ଆରବରେ ଚାକିରି କରନ୍ତି । ତାଙ୍କ ବାହାଘର ୫ ବର୍ଷ ପୂର୍ବେ ହୋଇଥିଲା । ଏବେ ସେ ନିଜ ଛୋଟ ଭାଇଙ୍କ ବାହାଘରକୁ ଆସିଥିଲେ । ଛୋଟ ଭାଇଙ୍କ ବାହାଘର ବି ତାଙ୍କ ଶାଳୀ ସହ ହେବାର ଥିଲା ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

କିନ୍ତୁ ରବିବାର ଦିନ ସେ କୌଣସି କାମରେ ଘରୁ ବାହରକୁ ଯାଇଥିଲେ । ଦ୍ୱିପହରରେ ଘରକୁ ଫେରିଥିଲେ । କିନ୍ତୁ ଘରର କବାଟ ଖୋଲିବା ମାତ୍ରେ ପିତା ଓ ନିଜ ପତ୍ନୀଙ୍କୁ ଆପତ୍ତିଜନକ ସ୍ଥିତିରେ ଦେଖିବାକୁ ପାଇଥିଲେ । ଏହାକୁ ନେଇ ସେ ଖୁବ ରାଗିଯିବା ସହ ମାରପିଟ କରିବାକୁ ଆଗେଇ ଆସିଥିଲେ । ପରେ ବାପ-ପୁଅଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହୋଇଥିଲା । ପରେ ପୁଅ ଏଭଳି ପିତାଙ୍କ ନାଁରେ ଅଭିଯୋଗ କରିଥିଲା।

Share this story