ପାର୍ଟନରଙ୍କ ସହ ମସ୍ତି ଭରା ରାତି କାଟିବାକୁ ଯଦି ଚାହାନ୍ତି ତେବେ ଗ୍ରୀନ୍ ଟି ସେବନ କରନ୍ତୁ ଅଧଘଣ୍ଟା ମଧ୍ୟରେ ଆପଣଙ୍କୁ ମିଳିବ ଶତସିଂହର ବଳ; କିନ୍ତୁ ଏହି ଟିପ୍ସ ସବୁ ମନେ ରଖନ୍ତୁ...

green tea boost sexual desire life between couple

ଓଡ଼ିଆ ଗସିପ ବ୍ୟୁରୋ: ଆପଣ ଜାଣନ୍ତି ରାତିରେ ସାଥୀ ସହ ସେକ୍ସ କରିବା ପୂର୍ବରୁ ଯଦି ଗ୍ରୀନ୍ ଟି ପିଅନ୍ତି ତେବେ ଏହା ବେଶ୍ ଫାଇଦା ଜନକ ହୋଇଥାଏ । ଏତେ ଫାଇଦା ଯେ, ଆପଣଙ୍କୁ ସେକ୍ସର ମଜା ଡବଲ ମିଳିଥାଏ । ଗ୍ରୀନ୍ ଟି ଏକ ଲିବିଡୋ ବୁଷ୍ଟର୍ ଭାବରେ ବିବେଚନା କରାଯାଏ ।

ଗ୍ରୀନ୍ ଟି ହାର୍ଟ ବିଟ୍ ଏବଂ ଶରୀରରେ ରକ୍ତ ପ୍ରବାହକୁ ବଢାଇଥାଏ । ଯାହା ପରବର୍ତ୍ତୀ ସମୟରେ ସେକ୍ସ ଡ୍ରାଇଭ୍ ବା କେତେ ଖର୍ଚ୍ଚ ହେଉଥିବା ଶକ୍ତିକୁ ବଳ ଦେଇଥାଏ ଏବଂ ଯୌନ ଆନନ୍ଦ ଡବଲ ମିଳିଥାଏ ।

ଗ୍ରୀନ୍ ଟି ରେ ଫ୍ଲାଭୋନାଏଡ୍ ନାମକ ଏକ ଉପାଦନ ରହିଥାଏ । ଯାହାକୁ କ୍ୟାଟେଚିନ୍ କୁହାଯାଏ, ଯାହା ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ଅଟେ । ଗ୍ରୀନ୍ ଟି ବିଭିନ୍ନ ଉପାୟରେ ଗବେଷଣା କରାଯାଇଛି ଏବଂ ମସ୍ତିଷ୍କର କାର୍ଯ୍ୟ / ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା, ଚର୍ବି ହ୍ରାସ କରିବାରେ ସାହାଯ୍ୟ କରିବା, କର୍କଟ ରୋଗରୁ ରକ୍ଷା କରିବା ଏବଂ ହୃଦରୋଗର ଆଶଙ୍କା କମାଇବାରେ ଫାଇଦା ଜନକ ହୋଇଥାଏ ।

ଆହୁରି ପଢ଼ନ୍ତୁ : ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ବ୍ୟବଧାନ ସାଜେ କି କଳିର କାରଣ? ଉଭୟଙ୍କ ଭିତରେ କେତେ ପାର୍ଥକ୍ୟ ରହିବା ଦରକାର; ଜାଣନ୍ତୁ ରିସର୍ଚ୍ଚ କଣ କହୁଛି...

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଗୋଟେ ମେଲ ମୁଷାର ସେକ୍ସ ପାୱାରକୁ ନେଇ ବୈଜ୍ଞାନିକମାନେ ଏକ ପରୀକ୍ଷା ନୀରିକ୍ଷା କରିଥିଲେ । ପୁରୁଷ ମୂଷା ସହିତ ପ୍ରାରମ୍ଭିକ ପରୀକ୍ଷଣ କେବଳ ଗ୍ରୀନ୍ ଟି ନୁହେଁ, ଏକ ଏକ୍ସଟ୍ରାକ୍ଟ କ୍ୟାଟେଚିନ୍ ସପ୍ଲିମେଣ୍ଟ ଦିଆଯିବା ବେଳେ ଲିବିଡୋରେ କିଛି ବୃଦ୍ଧି ଦେଖା ଯାଇଥିବା ଜଣାପଡ଼ିଛି ।

ଏ ସବୁ ପରେ ବି ଆମେ ଆପଣଙ୍କୁ ଗୋଟିଏ କଥା ହିଁ କହୁଛୁ ଯେ, ଆପଣ ଯେତେବେଳେ ନିଜ ପାର୍ଟନରଙ୍କ ସହ ସେକ୍ସ ପାଇଁ ଅପିଲ କରୁଛନ୍ତି ସେତେବେଳେ ତାଙ୍କୁ ଗରମ କରିବାକୁ ଚେଷ୍ଟା କରନ୍ତୁ । ପ୍ରଥମେ ଶୋଇବା ବେଳେ ଆପଣ ମୁହାଁ ମୁହିଁ ହୋଇ ଶୋଇବେ ନାହିଁ । ଆପଣ ଶୋଇବା ବେଳେ ଆପଣଙ୍କ ପାର୍ଟନରଙ୍କ ପେଟରେ ହାତ ପକାଇ ଆଉଁସନ୍ତୁ ।

ଆହୁରି ପଢ଼ନ୍ତୁ : ଭୟଙ୍କର ବସ ଦୁର୍ଘଟଣା: ୩ଟି ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ, ୧୫ ଜଣଙ୍କ ମୃତ୍ୟୁ, ୬୦ ରୁ ଅଧିକ ଆହତ

ଏମିତି କଲେ ଆପଣଙ୍କ ପାର୍ଟନରଙ୍କ ଦେହରେ ଏକ ଭିନ୍ନ ଧରଣର କରେଣ୍ଟ ଖେଳିଯିବ ଯାହା ଆପଣଙ୍କୁ ପ୍ଲେଜର ଦେବାରେ କାମ କରିବ । ତା ପରେ ଧିରେ ଧିରେ ଶରୀରକୁ ଆଉଁସିବା ସହ ଚୁମ୍ବନ ଦେଇ ଗରମ କରନ୍ତୁ । ଅର୍ଥାତ ଆପଣଙ୍କ ପାର୍ଟନର ଆପଣଙ୍କ ସହ ମସ୍ତି ଭରା ଟାଇମ୍ ଲାଗି ପ୍ରସ୍ତୁତ ଅଛନ୍ତି ।

Share this story

World Odia Language Conferene