ଫେସବୁକ୍ ପର୍ଣ୍ଣ ଭିଡିଓ କବଳରେ ୟୁଜର୍, ସଂଧ୍ୟା ଗଡ଼ିଲେ ମାଳ ମାଳ ପର୍ଣ୍ଣ ଭିଡିଓ
 

facebook have been used as porn book for users

ଓଡ଼ିଆ ଗସିପ୍ ବ୍ୟୁରୋ: ସଂଧ୍ୟା ହୋଇଗରେ ଫେସବକ୍ ରେ ଛାଇ ହୋଇଯାଉଛି ଅଶ୍ଳୀଳ ଭିଡିଓ ଲିଙ୍କ୍ । ଫେସବୁକ୍ ଖୋଲିଲେ ଆସୁଛି ପର୍ଣ୍ଣ ଭିଡିଓ ଥିବା ବହୁ ସାଇଟ୍ କିମ୍ବା ପେଜ୍ ସଜେସନ୍ । କ୍ଲିକ୍ କଲେ ଆସୁଛି ମାଳ ମାଳ ଡବଲ୍ ଏକ୍ସ ଓ ଟ୍ରିପଲ୍ ଏକ୍ସ ପର୍ଣ୍ଣ ଭିଡିଓ । ଆଉ ୟୁଜର୍ ଏହି ଅଶ୍ଳୀଳ ଭିଡିଓ ଥିବା ପେଜ୍ କୁ ଥରେ କ୍ଲିକ ଦେଖିଦେଲେ କିମ୍ବା ଲାଇକ୍ କରିଦେଲେ ତ କଥା ସରିଗଲା ।

ଅଧିକ ପଢ଼ନ୍ତୁ: ଟଙ୍କା ଲୋଭରେ ଭକୁଆ ବନିଗଲେ ଗାଁ ଲୋକେ; ହରାଇ ବସିଲେ କୋଟିଏରୁ ଅଧିକ ଟଙ୍କା

ସବୁ ଦିନ ସଂଧ୍ୟା ବେଳକୁ ତାଙ୍କ ଫେସବୁକ ଆକାଉଣ୍ଟରେ ସେହି ପେଜ୍ ର ଅଶ୍ଳୀଳ କଣ୍ଟେଣ୍ଟ ଆପେ ଆପେ ଆସିଯିବ । ଏହାସହ ଏଭଳି ପର୍ଣ୍ଣ ଭିଡିଓ ଥିବା ଆହୁରି ଅନେକ ସାଇଟ୍ କିମ୍ବା ପେଜ୍ ଦେଖିବା ପାଇଁ ସଜେସନ୍ ଆସିବ । ପ୍ରତ୍ୟେକ ଦିନ ସଂଧ୍ୟାରେ ଏଭଳି ଆସିବ । ଫଳରେ ଜଣେ ୟୁଜର୍ ନିଜ ଅଜାଣତରେ ଏହା କବଳରେ ପଡ଼ିଯାଉଛନ୍ତି ।

କିଛି ଦିନ ଏସବୁ ଭିଡିଓ ଦେଖିବା ପରେ ତାହା ଅଭ୍ୟାସରେ ପରିଣତ ହୋଇଯାଉଛି । ଆଉ ତା ପରେ ଫେସବୁକ୍ ସହ ଏହି ଅଶ୍ନୀଳ ଫେଜ୍ ଗୁଡ଼ିକ କରୁଛନ୍ତି କୋଟି କୋଟି ଟଙ୍କାର ବେପାର । ଏହା ସମସ୍ତେ ଜାଣିଥିଲେ ମଧ୍ୟ କେହି କାହାକୁ କହୁ ନାହାନ୍ତି । ଖାଲି ନିରୋଳାରେ ବସି ଲୁଚେଇ ଲୁଚେଇ ଫେସବୁକ୍ ରେ ଏସବୁ ଦେଖୁଛନ୍ତି ।

ଅଧିକ ପଢ଼ନ୍ତୁ: ଶ୍ୱଶୁରଙ୍କ ସହ ହନିମୁନରେ ଯିବାକୁ ହଁ ଭରିଲେ ଏବେ ପାଦରେ ପାଦ ମିଶାଇ ବିଚ୍ ବୁଲିବେ

କେହି ଦେଖିଲେ ମଧ୍ୟ ଫେସବୁକ୍ ଖୋଲାଥିବାରୁ ୟୁଜର୍ ସଙ୍ଗେ ସଙ୍ଗେ ଟିକିଏ ତଳ କିମ୍ବା ଉପର କରିଦେଲେ ସେ ପର୍ଣ୍ଣ ଭିଡିଓ ଦେଖୁଛନ୍ତି ବୋଲି କେହି ଜାଣିପାରୁ ନାହାନ୍ତି । ମୋଟ ଉପରେ କହିବାକୁ ଗଲେ ପର୍ଣ୍ଣ ସାଇଟ୍ ଅପେକ୍ଷା ଫେସବୁକ୍ ରେ ପର୍ଣ୍ଣ ଭିଡିଓ ଦେଖିବା ଅଧିକ ସୁରକ୍ଷିତ ଥିବାରୁ କୋଟି କୋଟି ୟୁଜର୍ ଏହାକୁ ପସନ୍ଦ କରିବାରେ ଲାଗିଛନ୍ତି ।

ବିଷେଶ କରି ଅଳ୍ପ ବୟସ ବର୍ଗର ଯୁବଗୋଷ୍ଠୀ ଫେସବୁକ୍ ର ଏହୁ ପର୍ଣ୍ଣଟ୍ରାପ୍ ର ଶିକାର ହେବାରେ ଲାଗିଛନ୍ତି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଛୋଟ ଛୋଟ ପିଲାମାନଙ୍କ ଉପରେ ମଧ୍ୟ ଏହା ସିଧାସଳଖ ପ୍ରଭାବ ପକାଇବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ଅନଲାଇନ୍ କ୍ଲାସ ପାଇଁ ପିଲାମାନେ ବାପା-ମାଆଙ୍କ ଫୋନ୍ ବ୍ୟବହାର କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଆଜି ସୂର୍ଯ୍ୟଙ୍କ ନକ୍ଷତ୍ର ଗମନାଗମନ: ଏହି ରାଶିମାନଙ୍କ ବଢିବ ସମ୍ମାନ, ମିଳିବ ଶୁଭ ପରିଣତି

ଖାଲିରେ ମଧ୍ୟ ଘଣ୍ଟା ଘଣ୍ଟା ଫେସବୁକ୍ ଦେଖୁଛନ୍ତି । ତେଣୁ ସେହି ଫୋନରେ ଏଭଳି ପର୍ଣ୍ଣ ଭିଡିଓ ଲିଙ୍କ୍ କିମ୍ବା ସଜେସନ୍ ଆସିଲେ ପିଲାମାନେ ତାହାକୁ କ୍ଲିକ୍ କରିବାର ସମ୍ଭାବନା ରହିଛି । ଆଉ ଏଭଳି ହେଲେ ତ କଥା ସରିଗଲା ।     

ତେବେ ଦିନ ସାରା ଫେସବୁକ୍ ରେ ଏଭଳି ଭିଡିଓ ଆସେନାହିଁ । କିନ୍ତୁ ସଂଧ୍ୟା ହେବା ପରେ ହିଁ ଏହି ସବୁ ଭିଡିଓ ହଠାତ୍ ଆକ୍ଟିଭ ହୋଇଯାଏ । କାରଣ ଦିନଯାକର କାମ ସାରିବା ପରେ ସଂଧ୍ୟା ସମୟରେ ହିଁ ଅଧିକାଂଶ ୟୁଜର୍ ଫେସବୁକ୍ ଓପନ୍ କରନ୍ତି । ଆଉ ଏହି ଫେସବୁକ୍ ଦେଖିବା ପ୍ରକ୍ରିୟା ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଜାରି ରହେ ।

ଅଧିକ ପଢ଼ନ୍ତୁ: ଗୋଟିଏ କୋଠରୀରେ ଦୁଇରୁ ଅଧିକ ଝରକା ଆଣିଥାଏ ବଡ ସମସ୍ୟା

ଏହି ସମସ୍ୟା ଏବେ ଭୟଙ୍କର ସ୍ଥିତିରେ ପହଞ୍ଚିଯାଇଛି । ରିପୋର୍ଟ କହୁଛି ବିଶ୍ୱବ୍ୟାପୀ ପର୍ଣ୍ଣ ଭିଡିଓ ଦେଖଣାହାରୀଙ୍କ ସଂଖ୍ୟା ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଆଉ ଭାରତରେ ଏଭଳି ଦର୍ଶକଙ୍କ ସଂଖ୍ୟା ସର୍ବାଧିକ । ଏହାକୁ ଦୃଷ୍ଟିରେ ରଖି ଫେସବୁକ୍ ନିଜ ୟୁଜର୍ ମାନଙ୍କୁ ପର୍ଣ୍ଣ ଭିଡିଓ ଭାବେ ସ୍ଲୋ ପଏଜନ୍ ଦେବାରେ ଲାଗିଛି । ଏହାଦ୍ୱାରା ଫେସବୁକ୍ ୟୁଜର୍ ମାନଙ୍କୁ ଅଧିକ ସମୟ ନିଜ ପ୍ଲାଟଫର୍ମରେ ବାନ୍ଧି ରଖିବା ସହ ହଜାର ହଜାର କୋଟି ଟଙ୍କାର ବ୍ୟବସାୟ କରୁଛି । 

 

Share this story