ମୋଟା ପଣ ଯୋଗୁଁ ସ୍ତ୍ରୀ ସାଙ୍ଗରେ ଲାଗୁଛି କି କଳି ? ଖଟି ପାରୁନାହାନ୍ତି କି ଖଟରେ, ଆପଣାନ୍ତୁ ଏହି ଉପାୟ

Due to obesity many people face problems even while having a physical relationship
ମୋଟା ପଣ ଯୋଗୁଁ ସ୍ତ୍ରୀ ସାଙ୍ଗରେ ଲାଗୁଛି କି କଳି ? ଖଟି ପାରୁନାହାନ୍ତି କି ଖଟରେ, ଆପଣାନ୍ତୁ ଏହି ଉପାୟ

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ତ୍ତମାନ ସମୟରେ ମୋଟାପା ବା ମେଦ ବହୁଳତା ଏକ ଗୁରୁତର ସମସ୍ୟା ହୋଇ ଦେଖା ଦେଇଛି । ଅନେକ ଯୁବକ, ବୟସ୍କ ଏବଂ ମହିଳା ଏବେ ଏହି ମେଦ ବହୁଳତା ରୋଗର ଶିକାର ହେଉଛନ୍ତି । ଏହା କେବଳ ଗାଁ କି ସହରରେ ସୀମିତ ନୁହେଁ ଆପଣ ଯଦି ଭାରତ ଏବଂ ବିଶ୍ୱସ୍ତରରେ ଦେଖିବେ ତେବେ ଏହାର କୁ ପ୍ରଭାବ ସବୁଠି ରହିଛି ।

ଅବଶ୍ୟ ଆମ ଭାରତ ବର୍ଷରେ ଏହାର ସମସ୍ୟା ଟିକେ ଅଧିକ ରହିଛି । କାହିଁକିନା ଆମ ପରିବେଶ ସହ ଆମେ ଆମ ଦୀନ ଚର୍ଯ୍ୟା ଠିକ୍ ସେ ନିର୍ବାହ କରୁନାହାନ୍ତି । ଅନାବଶ୍ୟକ ଖାଦ୍ୟ ଗ୍ରହଣ, ଯୋଗ ପ୍ରଣାୟମରୁ ବିରତ ରହିବା, ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ନ ହେବା ଆଦି ଲକ୍ଷଣ ଯୋଗୁଁ ହି ଆମେ ଏଭଳି ସମସ୍ୟାର ସମ୍ମୁଖିନ ହୋଇଥାନ୍ତି ।

ଏହା ତ ଗଲା ମୋଟାପଣ ଯୋଗୁଁ ଶରୀରରେ ଦେଖା ଦେଉଥିବା ପରିବର୍ତ୍ତନର କଥା । କଣ ଆପଣ ଜାଣନ୍ତି ଏହି ମୋଟାପଣ ଯୋଗୁଁ ଏବେ ଅନେକଙ୍କ ଘର ଭାଙ୍ଗି ଯିବାକୁ ବସିଛି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅପଡ଼ ଭଳି ସ୍ଥିତି ମଧ୍ୟ ଦେଖା ଗଲାଣି । ପରିସ୍ଥିତି ଏମିତି ହୋଇଛି ଯେ, ବୈବାହିକ ଜୀବନ ଏକ ଅନେକ କପୁଲଙ୍କ ପାଇଁ କେବଳ ସମସ୍ୟା ଓ ଦୁଃଖର କାରଣ ପାଲଟିଛି । ମୋଟାପଣ ଯୋଗୁଁ ଅନେକ ବ୍ୟକ୍ତି ଖଟରେ ପ୍ରକୃତରେ ଖଟି ପାରନ୍ତି ନାହିଁ । ସ୍ତ୍ରୀଙ୍କ ଶାରୀରିକ ସମ୍ବନ୍ଧ ରଖିବା ବେଳେ ମଧ୍ୟ ସମସ୍ୟା ଦେଖା ଦିଏ । 

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଦେହରେ ନିଆଁ ଲଗାଇବା ପାଇଁ ଘର୍ଷଣ କରି ଆକର୍ଷିତ କରିବା ପାଇଁ ଯେଉଁ ପରିଶ୍ରମ ଦରକାର ତାହା ପେଟ ବାହାରିଥିବା କିମ୍ବା ମୋଟାପଣର ଶିକାର ହୋଇଥିବା ଲୋକଙ୍କ ଦ୍ୱାରା ହୋଇ ପାରି ନଥାଏ । ଶେଷରେ କେବଳ ଚୁମ୍ବନ, ସାମାନ୍ୟ ଘର୍ଷଣ, ଏବଂ ଦେହକୁ ଦେହ ଓ ମନକୁ ମନ ସହ ମିଳନ କରି ଆତ୍ମତୃପ୍ତି ପାଇବାର ଅଭିନୟ କରି ଶାନ୍ତି ପାଇଥାନ୍ତି ଉଭୟ ପୁରୁଷ ଓ ମହିଳା । ପୁରୁଷ ତ ନିଜକୁ ବୁଝାଇ ଦିଏ କିନ୍ତୁ ମହିଳା ନିଜକୁ ଏଥିରେ ସହମତି ପ୍ରକାର କରିପାରିନ୍ତି ନାହିଁ । ଆଉ ଏହାର କାରଣ ହେଉଛି ଯୌନାଙ୍ଗ ଓ ଯୋନୀର ସଠିକ ଘର୍ଷଣ ଯୋଗୁଁ ତୃପ୍ତି ନ ମିଳିବା  ଫଳରେ ବାଧ୍ୟ ହୋଇ ସ୍ତ୍ରୀ ଓ ସ୍ୱାମୀ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଥାଏ ।

ତେଣୁ ଆପଣ କିମ୍ବା ଆପଣଙ୍କ ଆଖ ପାଖର ଲୋକ ଯଦି କେହି ଆପଣଙ୍କୁ ସେମାନଙ୍କ ଯୌନ ସମ୍ପର୍କ ଓ ଦକ୍ଷତା ନେଇ କିଛି ପରାମର୍ଶ ମାଗନ୍ତି ଲାଜ ନ କରି ତାଙ୍କୁ ତୁରନ୍ତ ଡାକ୍ତରଙ୍କ ସହ ଆଲୋଚନା କରିବାକୁ କୁହନ୍ତୁ । ବିଳମ୍ବ ନ ହେଉଣୁ ଏହି ସମସ୍ୟାର ସମାଧାନ ଦିଗରେ କାମ କରିବାକୁ ପରାମର୍ଶ ଦିଅନ୍ତି । 

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

(ଏହି ଆଲେଖ୍ୟ କେବଳ ଜ୍ଞାନ ବର୍ଦ୍ଧକ ସକାଶେ ଉପଲବ୍ଧ । ଏନେଇ କୌଣସି ଡାକ୍ତରୀ ମତ ଆମେ ସୁନିଶ୍ଚିତ କରୁନାହୁଁ । କେବଳ ଏକ ବୈଶ୍ୱିକ ସମସ୍ୟାକୁ ଲେଖା ମାଧ୍ୟମରେ ପ୍ରକାଶ କରୁଛୁ । କେବଳ ଡାକ୍ତର ପରାମର୍ଶ ପ୍ରତି ସଚେତନ ସୃଷ୍ଟି କରିବା ପାଇଁ ଏହି ଆଲେଖ୍ୟକୁ ଆମେ ଆପଣଙ୍କ ପାଇଁ ପ୍ରସ୍ତୁତ କରିଅଛୁ । ତେଣୁ ଏହାକୁ ଦେବହକୁ ନ ନେଇ ସତରେ ଯଦି ଆପଣ ଏଭଳି କିଛି ସମସ୍ୟାର ସମ୍ମୁଖିନ ହୋଇଛନ୍ତି ଏବଂ ସମସ୍ୟାର ସମାଧାନ ଚାହାନ୍ତି ତେବେ ତୁରନ୍ତ ଆପଣ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ)

Share this story