ରେଗୁଲାର ସେକ୍ସ ମହିଳାଙ୍କ ଓଜନ ବଢାଇ ଥାଏ କି? ଖଟ ଉପରେ ଖଟଣିକୁ ନେଇ ଆସିଲା ନୂଆ ରିସର୍ଚ୍ଚ

do the weight of the women gain after frequent physical relations

ଓଡ଼ିଆ ଗସିପ ବ୍ୟୁରୋ: ସାଧାରଣରେ ଏକ ବିଶ୍ୱାସ ରହିଛି ଯେ, ନିତିଦିନିଆ ସେକ୍ସ କାରଣରୁ ମହିଳାଙ୍କ ଓଜନ ବଢ଼ି ଥାଏ । ହଁ ଏଭଳି ବିଶ୍ୱାସ ପଛରେ ଯେଉଁ ଯୁକ୍ତି ରହିଛି ତାହା ଏହା ଯେ ପ୍ରଥମ ଥର ଲାଗି ସମ୍ବନ୍ଧ ରଖୁଥିବା ମହିଳାଙ୍କ ଓଜନ ବଢ଼ିଥାଏ । ବିଶେଷ କରି ନବ ବିବାହିତ ମହିଳାଙ୍କ ବିବାହ ପରେ ପ୍ରାୟ ଓଜନ ବଢ଼ିଥିବାରୁ ଏଥି ପାଇଁ ଯୁକ୍ତି ଦିଅ ଯାଇଥାଏ ।

ତେବେ ଆସିବା ମୂଳ ପ୍ରସଙ୍ଗକୁ । ମୂଳ ପ୍ରସଙ୍ଗ ଏହା ଯେ, ସତରେ କଣ ଅତ୍ୟଧିକ ସେକ୍ସ କାରଣରୁ ମହିଳାଙ୍କ ଓଜନ ବଢ଼ି ଥାଏ କି? ଏହି ପ୍ରଶ୍ନର ଉତ୍ତର ସିଧସଳଖ ହଁ ନ ହେଲେ ମଧ୍ୟ ରେଗୁଲାର ସେକ୍ସ କାରଣରୁ ମହିଳାଙ୍କ ଶାରୀରିକ ଅଭିବୃଦ୍ଧି ଘଟିଥାଏ । ଏଥିପାଇଁ ଯେ କେବଳ ସେକ୍ସ ହିଁ ଏକ ମାତ୍ର କାରଣ ତାହା ନୁହେଁ ବରଂ ଅନ୍ୟ କେତେକ କାରଣ ମଧ୍ୟ ଦାୟୀ ଅଟେ ।

ସେ ସବୁ ପରେ ଆଲୋଚନା କରିବା କିନ୍ତୁ ପ୍ରଥମେ ଆସନ୍ତୁ ଜାଣିବା ନୀତିଦିନ ଯଦି କପୁଲ ସମ୍ଭୋଗ ଏକ ବର୍ଦ୍ଧିତ ସମୟ ଯାଏଁ କରିବାରେ ସକ୍ଷମ ହୁଅନ୍ତି ତେବେ ଏହା କେତେ ଫାଇଦା ଦିଏ ନା ଶରୀରକୁ କ୍ଷତି ପହଞ୍ଚାଇଥାଏ ?

ଆହୁରି ପଢ଼ନ୍ତୁ : ଚତୁର୍ଥୀ ରାତିରେ ଭୁଲରେ ବି କରନ୍ତୁ ନାହିଁ ଏହି ୪ଟି ଭୁଲ୍, ନଚେତ୍ ଜୀବନ ସାରା ପସ୍ତେଇବେ...

ପ୍ରଥମ କଥା ହେଲା ଆପଣ ଆପଣଙ୍କ ପାର୍ଟନର ସହ ଯଦି ଅଧିକରୁ ଅଧିକ ସମୟ ଖଟରେ ବିତାନ୍ତି ଏବଂ କିଛି ଅଙ୍ଗଭଙ୍ଗି ବା ନୂଆ ସେକ୍ସ ପୋଜିସନ ଟ୍ରାଏ କରନ୍ତି ତେବେ ଏହା ଆପଣଙ୍କୁ ଅମୋଦିତ କରିଥାଏ । ଏହା ଦ୍ବାରା ଆପଣଙ୍କ ମାଂସ ପେଶି ମଜବୁତ୍ ହୋଇଥାଏ, ମାନସିକ ଶାନ୍ତି ମିଳିଥାଏ, କାର୍ଯ୍ୟ କରିବାର ଦକ୍ଷତା ବୃଦ୍ଧି ପାଇଥାଏ ।

କେବଳ ଏତିକି ନୁହଁ ଲଗାତାର ସେକ୍ସ କଲେ ଯେଉଁ ଫାଇଦା ମିଳେ ତାହା ଜିମ୍ କୁ ଯାଇ ଟଙ୍କା ଖର୍ଚ୍ଚ କରି ଝାଳ ବୁହାଇଲେ ବି ମିଳେ ନାହିଁ । ହଁ ଏହାର ଅର୍ଥ ନୁହେଁ ଯେ ଆପଣ ଅତ୍ୟଧିକ ସେକ୍ସ ରେ ଲିପ୍ତ ରହିବେ । ମନେ ରଖିବେ ସପ୍ତାହର ସେଇ ସାତ ଦିନ ଆପଣ ଆପଣଙ୍କ ପାର୍ଟନରଙ୍କୁ ଆରାମ ଦିଅନ୍ତୁ । ତାଙ୍କୁ ଭଲ ମନ୍ଦ କରି ଖାଇବାକୁ ଦିଅନ୍ତୁ । ଏବେ ଆସନ୍ତୁ ଜାଣିବା ଏ ବିଷୟରେ ଆଉ କିଛି ଅଧିକ ତଥ୍ୟ...

ଯେମିତି କି ଆମେ ପୂର୍ବରୁ ଆଲୋଚନା କଲେ ଯେ, ଜିମ କୁ ଯାଇ ଖଟିବା ଅପେକ୍ଷା ଆପଣ ରେଗୁଲାର ସେକ୍ସ କରନ୍ତୁ କିଛି ନୂଆ ଅନୁଭବ ପାଇବେ । ସେହି ନୂଆ ଅନୁଭବ ହେଉଛି ଆପଣ ଓଜନ ହ୍ରାସ ହେବାର ଅନୁଭବ ପାଇବେ ।

ଆହୁରି ପଢ଼ନ୍ତୁ : କେବଳ ଝିଅ ମାନେ ହିଁ ପଢ଼ନ୍ତୁ: ଭଡ଼ାରେ ମିଳୁଛି ବଏଫ୍ରେଣ୍ଡ, ଜାଣନ୍ତୁ ଭାରତରେ ଘଣ୍ଟା କୁ କେତେ ଟଙ୍କା? ଚୀନ-ଜାପାନରେ ୩୦ ହଜାର

ଆପଣ ପୁରୁଷ ପାର୍ଟନର ହୁଅନ୍ତୁ କିମ୍ବା ଫିମେଲ ପାର୍ଟନର ରେଗୁଲାର ସେକ୍ସ ଦ୍ଵାର ଯେ ଓଜନ ହ୍ରାସ ଘଟିଥାଏ ତାହା ପ୍ରମାଣିତ ହୋଇ ସାରିଛି । କେବଳ ଏତିକି ନୁହେଁ ନିଦ୍ରା ଜନିତ ସମସ୍ୟାରୁ ମଧ୍ୟ ଆପଣ ମୁକ୍ତି ପାଇବା ସହ ଏକ ସୁସ୍ଥ ଜୀବନ ଯାପନ କରି ପାରିବେ । ବଡ଼ କଥା ହେଉଛି ମହିଳା ମାନେ କିଛି କିଛି ମହିଳା ରୋଗ ର ସମ୍ମୁଖୀନ ହୁଅନ୍ତି । କିଛି ଘାତକ ସାବ୍ୟସ୍ତ ହେଉଥିବା ବେଳେ ଆଉ କିଛି ଏଥିରୁ ବର୍ତ୍ତି ଯାଆନ୍ତି ।

ଆମେ ଏଠାରେ ଦେଇଥିବା ସମସ୍ତ ତଥ୍ୟ ମେଡିକାଲ ଦୃଷ୍ଟିରୁ ଶତ ପ୍ରତିଶତ ଶତ ସାବ୍ୟସ୍ତ ନ ହେଲେ ମଧ୍ୟ ଆପଣ ଡାକ୍ତରଙ୍କ ପରାମର୍ଶ ନେଇ ପାରିବେ ।

Share this story

World Odia Language Conferene