ଓଡ଼ିଆରେ ଫେସବୁକ୍ ପୋଷ୍ଟ କଲେ ଅନୁଭବଙ୍କ ବିଦେଶିନୀ ପ୍ରେମିକା

ଓଡ଼ିଆରେ ଫେସବୁକ୍ ପୋଷ୍ଟ କଲେ ଅନୁଭବଙ୍କ ବିଦେଶିନୀ ପ୍ରେମିକା

ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦ୍ରାପଡ଼ା ସାଂସଦ ତଥା ଓଲିଉଡରେ ନିଜକୁ ଏକ ନମ୍ବର ବୋଲାଉଥିବା ଅଭିନେତା ଅନୁଭବ ମହାନ୍ତିଙ୍କ ଚର୍ଚ୍ଚିତ ଅଣଓଡ଼ିଆ ପ୍ରେମିକା ଜାଗ୍ରତି ଶୁକ୍ଳା ପୁଣି ଫେସବୁକ୍ ଜରିଆରେ ଓଡ଼ିଆ ପ୍ରେମକୁ ପରିପ୍ରକାଶ କରିଛନ୍ତି । କହିଛନ୍ତି ମନର କଥା ଦେଖାଇବାକୁ ଚେଷ୍ଟା କରିଛନ୍ତି ହୃଦୟର ବ୍ୟଥା ।

ହଁ ଜାଗ୍ରତି ଶୁକ୍ଳାଙ୍କ ଫେସବୁକ୍ ପୋଷ୍ଟରେ ଏକ ଅନୁବାଦ ପୋଷ୍ଟ ସେୟାର କରିଛନ୍ତି ଯାହାକୁ ମୁଳତଃ ଜାଗ୍ରତି ହିଁ ଅନୁବାଦ କରିଛନ୍ତି । ସେଥିପାଇଁ ଏହାକୁ ନେଇ ଚର୍ଚ୍ଚା ବଢ଼ିଛି ।

ଜାଗ୍ରତି ଫେସବୁକ ପୋଷ୍ଟରେ ଉଲ୍ଲେଖ କରିଛନ୍ତି ଯେ, "ସନ୍ଧ୍ୟା ସମୟରେ ଥଣ୍ଡା ପାଗରେ ଖୁବ ଶୀଘ୍ର ଅସ୍ପଷ୍ଟ ହେବାକୁ ଯାଉଛି, ମାନେ ହେଉଛି ଯେ ଅନ୍ଧାର ଆଲୋକ ବିପକ୍ଷରେ ଷଡ଼ଯନ୍ତ୍ର ସୃଷ୍ଟି କରିଛି "।

ସୂଚନା ଥାଉ କି ଜାଗ୍ରତି ଜଣେ ସାମ୍ବାଦିକା ସହ ଜଣେ ଲେଖିକା ଓ କବୟିତ୍ରୀ ମଧ୍ୟ । ସେ ଅନେକ କବିତା ରଚନା କରିଥିବା ବେଳେ ତାଙ୍କର କବିତା ସଂକଳନ ପ୍ରକାଶ ପାଇଛି । ଯାହାର ନାଁ ରହିଛି ଋହ ହିନ୍ଦି ଭାଷାରେ କବିତା ସଂକଳନ ପ୍ରକାଶିତ ହୋଇଛି । ଯାହାକୁ ଅନେକ ପ୍ରଶଂସା ମଧ୍ୟ କରିଛନ୍ତି  ।

सर्द मौसम में शाम जल्द ही धुंधलाने लगती है, लगता है अंधेरे ने रोशनी के ख़िलाफ़ कोई साज़िश रची है...

Share this story

News Hub