2050 ବେଳକୁ ଭାରତର ଅବସ୍ଥା ନ କହିବା ଭଲ, ଜାଣନ୍ତୁ କାହିଁକି , କେମିତି ଓ କଣ ଘଟିବ…

2050 ବେଳକୁ ଭାରତର ଅବସ୍ଥା ନ କହିବା ଭଲ, ଜାଣନ୍ତୁ କାହିଁକି , କେମିତି ଓ କଣ ଘଟିବ…
2050 ବେଳକୁ ଭାରତର ଅବସ୍ଥା ନ କହିବା ଭଲ, ଜାଣନ୍ତୁ କାହିଁକି , କେମିତି ଓ କଣ ଘଟିବ…

ଓଡ଼ିଆ ଗସିପ୍ ବ୍ୟୁରୋ: 2050 ବେଳକୁ ଭାରତର ଚିତ୍ର କେମିତି ଥିବ? କଣ ସମସ୍ୟା ଥିବ ଦେଶ କେତେ ଆଗକୁ ବଢିଥିବ ଓ କେତେ ସମସ୍ୟା ସୃଷ୍ଟି ହୋଇଥିବା ?

ଏସବୁର ଉତ୍ତର ଜାଣିବାକୁ ହେଲେ ଆପଣଙ୍କୁ ଡିସକଭରି ପ୍ଲସର ଇଣ୍ଡିଆ 2050 ଡକ୍ୟୁମେଣ୍ଟାରୀ ଦେଖିବାକୁ ପଡ଼ିବ ।

ଏହି ଡକ୍ୟୁମେଣ୍ଟାରୀରେ ପରିବେଶ ପ୍ରଦ୍ୟୁଷଣ, ଜଳ ସଙ୍କଟ ସମସ୍ୟା ଆଦି ପ୍ରସଙ୍ଗ ଦେଖାଯାଇଛି ।

ଥରେ ଦେଖିନିଅନ୍ତୁ ଏହା କିଛି ଝଲକ ।….

Share this story

World Odia Language Conferene