କରୋନା କାଳରେ କ୍ୟାପିଟାଲରେ ପୁରୁଶ ବେଶ୍ୟାଙ୍କ କମାଲ: ଦିନକୁ ଆୟ କରୁଛନ୍ତି ଏତିକି ହଜାର ଟଙ୍କା

କରୋନା କାଳରେ କ୍ୟାପିଟାଲରେ ପୁରୁଶ ବେଶ୍ୟାଙ୍କ କମାଲ: ଦିନକୁ ଆୟ କରୁଛନ୍ତି ଏତିକି ହଜାର ଟଙ୍କା
କରୋନା କାଳରେ କ୍ୟାପିଟାଲରେ ପୁରୁଶ ବେଶ୍ୟାଙ୍କ କମାଲ: ଦିନକୁ ଆୟ କରୁଛନ୍ତି ଏତିକି ହଜାର ଟଙ୍କା

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜଧାନୀରେ ଚାଲିଛି ଜିଗାଲୋ ରାକେଟ୍ ।  କରୋନା ମହାମାରୀ ସମୟରେ ଏବେ ଏମାନଙ୍କ ଧନ୍ଧା ବଢିଛି ଆଉ ବି ଦ୍ୱିଗୁଣିତ ହୋଇଥିବା ଏକ ଅନଲାଇନ ରିସର୍ଚ୍ଚରୁ ଜଣାପଡ଼ିଛି ।

କରୋନା କାଳରେ କ୍ୟାପିଟାଲରେ ପୁରୁଶ ବେଶ୍ୟାଙ୍କ କମାଲ: ଦିନକୁ ଆୟ କରୁଛନ୍ତି ଏତିକି ହଜାର ଟଙ୍କା

କ୍ୟାପିଟାଲର ଥିଲା ବାଲା ଘର ଝିଅ, ବୋହୁମାନେ ସେମାନଙ୍କ ଶାରୀରିକ ସନ୍ତୁଷ୍ଟି ପାଇଁ ପୁରୁଷ ବେଶ୍ୟାକୁ ଭଡ଼ାରେ ନେଇ ମଉଜ କରନ୍ତି ମସ୍ତି କରନ୍ତି ଟଙ୍କା ଲୁଟାନ୍ତି ।

କେବଳ ଆରାମ, ଅୟେସ ପାଇଁ ସେମାନେ ଏମିତି କରୁଥିବା କହିଛନ୍ତି ।

ଭୁବନେଶ୍ୱର ରେ “ଖେଳାଳୀ ପୁଅ” ମାନଙ୍କ ପାଇଁ ଏତେ ଗରାଖ ଅଛନ୍ତି, ଭାବିଲେ ହାଲିଆ ଲାଗୁଚି ।

ମନ୍ଦିରମାଳିନୀ ଭୁବନେଶ୍ୱରରେ ସାଂସ୍କୃତିକ ପ୍ରଦୂଷଣ ରୋକିବା ଖୁବ ଜରୁରୀ ।

ଗଞ୍ଜୋଡ଼ ଗଣିକା ମାନଙ୍କ ଉପଦ୍ରବରୁ ଭୁବନେଶ୍ୱରକୁ ମୁକ୍ତ କରିବ କିଏ? ବୋଲି ରିସର୍ଚ୍ଚ ବେଳେ ଆମକୁ ଅନେକ ଏମିତି କିଛି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।

ସାଧାରଣତଃ ସୁନ୍ଦର ବା ହାଣ୍ଡସମ ଦେଖାଯାଉଥିବା କଲେଜ ପିଲା ମାନେ ଏହାକୁ ଆପଣେଇ ନେଲେଣି ।

ଏହାଦ୍ୱାରା ପୁରୁଷ ମାନେ ଶାରୀରିକ ସୁଖ ପାଇବା ସହିତ ଅର୍ଥ ଉପାର୍ଜନ ମଧ୍ୟ କରିଥାନ୍ତି I।

ଗୋଟେ ରାତିକୁ ହାରାହାରି ଏମାନେ 5,000 ରୁ 10,000 ଯାଏଁ ଉପାର୍ଜନ କରିଥାନ୍ତି ।

ଯେଉଁ ମହିଳା ମାନଙ୍କର ସ୍ୱାମୀ ଦୀର୍ଘ ଦିନ ଧରି ବାହାରେ ରୁହନ୍ତି , ନିଜ ଶରୀର ର କ୍ଷୁଧା ମେଣ୍ଟାଇବା ପାଇଁ ସେମାନେ କଲ ବୟ ର ସାହାରା ନିଅନ୍ତି ।

ଏହା ସାଧାରଣତଃ ବିଦେଶ ରେ ଚଳି ଆସୁଥିଲା । କିନ୍ତୁ ସ୍ମାର୍ଟ ସିଟି ହେବା ପରେ ଭୁବନେଶ୍ୱର ର ରୂପ ରେଖ ବି ବଦଳିଗଲାଣି ।

ଓଡ଼ିଶାର ରାଜଧାନୀ ଭୁବନେଶ୍ୱର ରେ ମଧ୍ୟ ପାଶ୍ଚାତ୍ୟ ସଭ୍ୟତା ଧସେଇ ପଶିଆସିଲାଣି ।

Share this story

World Odia Language Conferene