ପ୍ରତିକ୍ରିୟାଶୀଳ ହେଲେ ଆଇଟମ ଗାର୍ଲ ନିଶା ମହାରଣା, କହିଲେ "ନବୀନ ସାର୍ କୁହନ୍ତୁ ଆମେ କଣ ପିନ୍ଧିକି ନାଚିବୁ, ଅଙ୍ଗବସ୍ତ୍ର କୁ ନେଇ...", ଦେଖନ୍ତୁ ଭିଡ଼ିଓ...

What to wear as item dancer in Jatra asks Nisa Maharana to Naveen

ଓଡ଼ିଆ ଗସିପ୍ ବ୍ୟୁରୋ: ନିଜକୁ ଓଡ଼ିଶାର ସନ୍ନି ଲିଅନ କହୁଥିବା ଯାତ୍ରା ଜଗତର ଆଇଟମ ଡ୍ୟାନ୍ସର୍ ନିଶା ମହାରଣା ବର୍ତ୍ତମାନ ରାଜ୍ୟର ମୁଖ୍ୟମନ୍ତ୍ରୀକୁ ନିଜ କଥାରେ ଟାର୍ଗେଟ କରିଛନ୍ତି । ସେ ନିକଟରେ ହୋଇଥିବା ଯାତ୍ରା ଡ୍ରେସ୍ କୋର୍ଡକୁ ନେଇ ନିଜର ମତ ରଖିଛନ୍ତି ।

ସେ ଗଣମାଧ୍ୟମ ସମ୍ମୁଖରେ ଯାତ୍ରାର ଆଇଟମ ଡ୍ୟାନ୍ସ ପାଇଁ ହୋଇଥିବା ଡ୍ରେସ୍ କୋର୍ଡ ବିଷୟରେ ନିଜର ପକ୍ଷ ରଖିଛନ୍ତି । ସେ ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି ଯେ, " ଆମ ରାଜ୍ୟ ସରକାରଙ୍କୁ ମୋର ପ୍ରଣାମ । ଆମ ସରକାର ଯାହାବି ଯାତ୍ରା ପାଇଁ ନିୟମ ଲାଗୁ କଲେ ଏତେ ପାତର ଅନ୍ତର କଣ ପାଇଁ କଲେ ମୋତେ କୁହନ୍ତୁ ।"

ଆହୁରି ପଢ଼ନ୍ତୁ : କୁକୁର ସହ ଶାରୀରିକ ସମ୍ପର୍କ ରଖିଲେ ଜଣେ ସୁସ୍ଥ ମାନସିକତାର ଆଧୁନିକ ଯୁଗର ମହିଳା, ଆଉ ତା ପରେ...

"ଆଇଟମ ଡ୍ୟାନ୍ସ ଆଉ ମେଲୋଡିକୁ ବନ୍ଦ କରାଯାଉ । ସରକାର ଆମକୁ ଏକ ମାପକାଠି ଦିଅନ୍ତୁ ଯେ ଆମେ ଚଡି ପିନ୍ଧିକି ନାଚିବୁ, ନା ଭଲ ଡ୍ରେସ୍ ପିନ୍ଧିକି ନାଚିବୁ । ନ କଲେ ନ ଦେଲେ ଆମେ କେମିତି ଜାଣିବୁ ଆମେ କେମିତି ନାଚିବୁ।"

ଦେଖନ୍ତୁ ଭିଡ଼ିଓ :

ସେ ଆହୁରି ବି କହିଛନ୍ତି ଯେ, "ଆମେ ହେଉଛୁ ଆଇଟମ ଗାର୍ଲ, ଆମେ ଆଇଟମ ଡ୍ୟାନ୍ସ କରୁଚୁ । ଆମେ ଖୋଲି ଖାଲିକି କିଛି ଦେଖାଉନୁ । କେତେକ ଅଛନ୍ତି ଏହି ସବୁ କରୁଛନ୍ତି । କିନ୍ତୁ ମୁଁ କରେନି । ମୁଁ ଓଡିଶା ସରକାରଙ୍କୁ ରିକ୍ୟୁସ୍ଟ କରୁଛି ଯେ, ଯେଉଁମାନେ ଅଶୀଳ କରୁଛନ୍ତି ସେମାନଙ୍କୁ କୁହନ୍ତୁ । ଦୟାକରି ଡିସିଜ୍ଜନ ସମସ୍ତଙ୍କ ପାଇଁ ସମାନ ନିଅନ୍ତୁ ।"

Share this story

World Odia Language Conferene