ଭାଇରାଲ ଗାର୍ଲଙ୍କୁ ଭୟଙ୍କର ସମାଲୋଚନା LIVE

ଓଡ଼ିଆ ଗସିପ ବ୍ୟୁରୋ: ସୋସିଆଲ ମିଡିଆରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ସହ ଅଭିନୟ କରିଥିବା ଜଣେ ନବାଗତ ନାୟିକାଙ୍କୁ ପ୍ରବଳ ସମାଲୋଚନା । ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ନାହିଁ ନଥିବା କମେଣ୍ଟ ଶୁଣିବାକୁ ପଡ଼ୁଛି । ଏଇ ଯେମିତି,
ପ୍ରଥମ ୟୁଜର୍ସ: ପ୍ରଥମେ ଅଶ୍ଳୀଳ ଶବ୍ଦ କହୁଥିବା ଯୁବତୀ ଙ୍କୁ ସମାଜ ର ମୁଖ୍ୟ ଶ୍ରୋତ କୁ ଆଣିବାକୁ ପଡିବ ଏବଂ କେବଳ ଗୋଟେ ମାତ୍ର ରାସ୍ତା ଅଛି ଯିଏ ବି ଏ ପୋଷ୍ଟ ଲେଖିଛନ୍ତି ସେ ୟେ ଯୁବତୀ ସହ ନିଜ ଭାଇ କିମ୍ବା କାକା କିମ୍ବା ଦାଦା କିମ୍ବା ମଉସା ଙ୍କ ସହ ବାହାଘର କରିଦିଅନ୍ତୁ । ମନେ ରଖନ୍ତୁ ଅପଣଂକ ଏ ମହତ୍ କାମ ଜଣେ ଯୁବତୀ ଙ୍କ ଜୀବନ ଡ଼ଙ୍ଗା ସ୍ରୋତ କୁ କୂଳକୁ ଆଣିଦେଇ ପାରେ ।
ଦ୍ୱିତୀୟ ୟୁଜର୍ସ: ଦେଶ ରେ ଚୁତ୍ତିଆ ଙ୍କ ଅଭାବ ନାହିଁ , ଶିକ୍ଷା କେବଳ ଡିଗ୍ରୀ ରୁ ମିଳେନି ନୈତିକତା ର ଘୋର ଅଭାବ ଏହି ଦେଶ ରେ ସେଠି ପାଇଁ ଚା ଵାଲା ହାଥରେ ଦେଶ କୁ ଟେକି ଦିଆଯାଇଛି ଆଉ ଚା ଵାଲା ଏଭିଏମ ସହ ମଜା କରୁଛି । ଆଉ ____ ରହିବ ଯେ ସୁନପାମ୍ପୁଡି ଖାଇବ।
ତୃତୀୟ ୟୁଜର୍ସ: ଯୋଉ ଭିଡିଓ କ୍ଲିପ୍ ରେ ଜଣେ ବ୍ୟକ୍ତି ର ଭୂଲ କରୁଥିବାର କିମ୍ବା ଭୂଲ କରିଥିବାର ପ୍ରମାଣ ଆମ ପାଖରେ ନାହିଁ, ସେଭଳି ଘଟଣା ରେ ସଠିକ୍ ମନ୍ତବ୍ୟ ଦେବା କି ଉକ୍ତ ଜିନିଷ କୁ ଭାଇରାଲ୍ କରିବା ଠିକ୍ ନୁହେଁ, ଏବଂ ଏହା ଆଇନତଃ ଅପରାଧ ମଧ୍ୟ , ଯୋଉଟା ସେ ଡେଲିଭରି ଭାଇ ବିନା ଦୋଷରେ ଭୋଗ କଲେ , ସେ ପୁରୀ ଝିଅ ର ଅପସଂସ୍କାର ପ୍ରକୃତି, ବାସ୍ତବରେ ବହୁତ ଅସହ୍ୟ, ଗୋଟେ ଝିଅ ଏତେ ନିମ୍ନ ସ୍ଥରକୁ ଯାଇପାରେ, ଏହା ଅତ୍ୟନ୍ତ ସମ୍ବେଦନଶୀଳ ।
ସେ ଝିଅର ଏଭଳି କାଣ୍ଡକୁ, ଏକ ଆଧୁନିକ ଯୁଗର ଶିକ୍ଷିତା ଝିଅର ପ୍ରଚଣ୍ଡ ଅହଙ୍କାର ନା ଗୋଟେ ସଭ୍ୟ ପରିବାର ର ଅସଭ୍ୟ ପ୍ରାଣୀ କହିବା ! ସେ ଯାହାହେଉ ଏଭଳି କ୍ଷେତ୍ରରେ , ସାମାଜିକ ସ୍ଥରରେ ଲୋକଙ୍କ ଆଙ୍ଗୁଳି ନିଶ୍ଚିତ ଭାବେ, ପ୍ରଥମେ ସେ ଝିଅର ପରିବାର ଆଡକୁ ଉଠିବା ହିଁ ଉଠିବ । ଏଥିପାଇଁ ସେ ଝିଅକୁ କଠୋର ଆନୁଶାସନୀକ ଦଣ୍ଡ , ତା ପରିବାର ସଦସ୍ୟ ଙ୍କ ଦ୍ଵାରା ଦିଆଯିବା ଉଚିତ୍ , ନ ହେଲେ ସେ ଝିଅର ଭବିଷ୍ୟତ ତା ନିଜ ମୂର୍ଖତା ପାଇଁ ହିଁ ନଷ୍ଟ ହେବ ।