ଏକ୍ ଝଲକ୍: ‘ଭାରତ ବନ୍ଦ’ ପୂର୍ବରୁ ସେଲିବ୍ରିଟି ୱାର; ଔକାତକୁ ଆସିଗଲେ ‘କୁଇନ’
ଓଡ଼ିଆ ଗସିପ୍ ବ୍ୟୁରୋ: କେନ୍ଦ୍ର ସରକାରଙ୍କ କୃଷକ ମାରଣ ନୀତି ଆପଣାଉଥିବା ଅଭିଯୋଗ କରି ଆଜି ଭାରତ ବନ୍ଦ୍ ର ଡାକରା ଦେଇଛି କୃଷକ ସଂଗଠନ । ଚାଷୀ ସଂଗଠନ ପକ୍ଷରୁ ଗତ ଦୁଇ ସପ୍ତାହ ହେବ ହରିୟାଣା-ଦିଲ୍ଲୀ ସୀମାରେ ହରତାଳ ଜାରି ରହିଛି ।
ଆଜି ଆମେ କିନ୍ତୁ ଏମିତି ଏକ ପ୍ରସଙ୍ଗ ଏଠାରେ ଉତଥାପନ କରିଛୁ ଯାହା ଚାଷ, ଚାଷୀ ଓ କୃଷକଙ୍କ ହକ୍ ଓ ସ୍ୱାଭିମାନର କଥା କୁ ନେଇ ଓକିଲାତି କରୁଥିବା ଦୁଇ ତାରକାଙ୍କ କଥା । ସେମାନେ ହେଲେ ବଲିଉଡର କୁଇନ୍ କଙ୍ଗନା ରାନାୱତଙ୍କ କଥା ଏବଂ ପଞ୍ଜାବୀ ସିଙ୍ଗର ଦିଲଜିତ୍ ଦୋସାଞ୍ଜ କଥା ଯେଉଁମାନ କୃଷକ ଆନ୍ଦୋଳନକୁ ଆମ୍ନାସାମ୍ନି ହୋଇଛନ୍ତି ।
ବଲିଉଡର କଣ୍ଟ୍ରୋଭର୍ସି କୁଇନ କଙ୍ଗନା ରାନାୱତଙ୍କ ଏକ ବିବାଦୀୟ ଟ୍ୱିଟ୍ ପରେ ଏହି ସବୁ ବିବାଦ ଚରମ ସୀମାରେ ପହଞ୍ଚିଛି । ଦିଲ୍ଲୀରେ କୃଷକ ସଂଗଠନ ପକ୍ଷରୁ ଚାଲିଥିବା ଆନ୍ଦୋଳନ ଏବଂ ଜଣେ ବୃଦ୍ଧା ଆନ୍ଦୋଳନକାରୀଙ୍କୁ ନେଇ ଭ୍ରମାନ୍ତକ ମନ୍ତବ୍ୟ ଦେଇଥିଲେ କଙ୍ଗନା ଯାହାର ପାଲଟା ଆକ୍ରମଣ ଅନ୍ୟ ଏକ ଟ୍ୱିଟରେ ଉଲ୍ଲେଖ କରି ସମାଲୋଚନା କରିଥିଲେ ଦିଲଜିତ୍ ।
କୃଷକ ଆନ୍ଦୋଳନକୁ ନେଇ ବିବିସି ପକ୍ଷରୁ ଏକ ଭିଡିଓ ଜାରି କରାଯାଇଥିଲା ଯାହାକୁ ଟାଗ୍ କରି ଦିଲଜିତ୍ କଡ଼ା ଭାଷାର ବ୍ୟବହାର କରିବା ସହ କଙ୍ଗନାଙ୍କୁ ନିଜ ଭୁଲ୍ ପାଇଁ ସଚେତନ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କଙ୍ଗନା ବୁଝିବା ପରିବର୍ତ୍ତେ ଓଲଟା ଉଗ୍ରରୂପ ଧାରଣ କରି ଦିଲଜିତ୍ ଙ୍କ ଉପରେ ଅଧିକ ଭାରି ପଡ଼ିବାର ଧୃଷ୍ଟତା କରି ବିଫଳ ହେଲେ । ଏହାର କିଛି ଝଲକ ଦେଖନ୍ତୁ......
Respected MAHINDER KAUR JI 🙏🏾
— DILJIT DOSANJH (@diljitdosanjh) December 2, 2020
Ah Sunn La Ni With Proof @KanganaTeam
Banda Ena V Ni Anna Hona Chaida..
Kush v Boli Turi jandi aa .. pic.twitter.com/Ie1jNGJ0J1
Respected MAHINDER KAUR JI 🙏🏾
— DILJIT DOSANJH (@diljitdosanjh) December 2, 2020
Ah Sunn La Ni With Proof @KanganaTeam
Banda Ena V Ni Anna Hona Chaida..
Kush v Boli Turi jandi aa .. pic.twitter.com/Ie1jNGJ0J1